କବିତା ଲେଖିପାରୁନଥିବା ଝିଅ

ମୋତେ ଏବେ କାଲିର ଅଭିନୟ ପାଇଁ ସଂଳାପ ଲେଖିବାକୁ ଦିଅ - କବିତାକୁ ନେଇ ଏମିତି କିଛି ବକ୍ତବ୍ୟ ଜଣେ କବିର । ଏ କବିର କଥକ ଜଣେ ନାରୀ । ପୁରୁଷ କବିର କଲମରେ ନାରୀତ୍ଵର ଏ ସ୍ଵର ଆମ ସମୟର ସବୁଠୁ ବଡ ଆହ୍ଵାନ ।


ତୁମେ ଯେତେଥର କହିଛ, ପ୍ରତି ଥର ଟେକି ଦେଇଛି ଏ ଦେହ, ମୋର ସବୁତକ ଇଚ୍ଛା ତୁମ ପାଖେ । ରାତିସାରା ଅନିଦ୍ରା ରହି, ଖୋଜିଛି ହସମୁଖ ମୁଖା ଆସନ୍ତାକାଲିର ଅଭିନୟ ପାଇଁ । କଳାଜରିରେ ପୂରେଇ, କେହି ଦେଖିବା ଆଗରୁ, ସଫେଇଵାଲାକୁ ପ୍ରତିଦିନ ସକାଳୁ କିସ୍ତିରେ ଧରେଇ ଦେଇଛି ମୋ ସ୍ବପ୍ନସବୁ

To continue reading "କବିତା ଲେଖିପାରୁନଥିବା ଝିଅ", login now.

This page has been protected for subscriber only.

Report an Error