କବି ନିଜକୁ ବ୍ୟକ୍ତ କରି ନ ପାରିଲେ କବିତା ଦୁର୍ବୋଧ୍ୟ ହୁଏ: ରମାକାନ୍ତ ରଥ

ସମକାଳୀନ ଓଡିଆ କବିତାର ଶିଖର ପୁରୁଷ ରମାକାନ୍ତ ରଥଙ୍କ ସହ ଏ ସାକ୍ଷାତକାର । ତେବେ ଏହା ଆଜିର ନୁହେଁ, ୩୭ ବର୍ଷ ତଳର । ୧୯୮୪ରେ ବିଜେବି କଲେଜରେ ପଢୁଥିବା ଛାତ୍ର ଚଣ୍ଡୀଦାସ ମିଶ୍ର ଏ ସାକ୍ଷାତକାର ପ୍ରସ୍ତୁତ କରିଥିଲେ ଛାତ୍ରାବାସ ମାଗାଜିନ ପାଇଁ ।


ଫଟୋ - ରମାକାନ୍ତ ରଥ ଆର୍କାଇଭ୍ସ
**ଏ ସାକ୍ଷାତକାର ଆଜିକୁ ଠିକ ୩୭ ବର୍ଷ ତଳେ ନିଆ ହୋଇଥିଲା, ୧୯୮୪ରେ । ସେତେବେଳେ ରମାକାନ୍ତ ରଥଙ୍କ "ସପ୍ତମ ଋତୁ" ସବୁଠୁ ଚର୍ଚ୍ଚିତ କବିତା ବହି । ସେତେବେଳକୁ "ଶ୍ରୀରାଧା" ପ୍ରକାଶ ପାଇନଥାଏ । ତେବେ ଅଶି ଦଶକ ବେଳକୁ ରମାକାନ୍ତ ରଥ ଓଡିଆ କବିତାର ଶିଖର ପୁରୁଷ । ଆଜିଯାଏ ସେ ସମକାଳୀନ ଓଡିଆ କବିତାର ଶ୍ରେଷ୍ଠତମ ଓ ଶିଖରତମ କବି । ୧୯୮୪ ବେଳକୁ ତାଙ୍କର

"କବି ନିଜକୁ ବ୍ୟକ୍ତ କରି ନ ପାରିଲେ କବିତା ଦୁର୍ବୋଧ୍ୟ ହୁଏ: ରମାକାନ୍ତ ରଥ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ