ତୁମ ପାଇଁ ଏତେସବୁ ଥିଲା

ଏ କବିତା ମଣିଷର ସଭ୍ୟତା ଓ ଇତିହାସ ଆଗରେ ଏକ ଭୀଷଣ ପ୍ରଶ୍ନବାଚୀ । ମଣିଷର ବିବେକ ଆଗରେ ଏକ ଦେଦୀପ୍ୟମାନ ନିଆଁହୁଳାର ଏ କବିତା ।


ତୁମ ପାଇଁ ଏକ ଅସୀମ ଅନ୍ତରୀକ୍ଷ ଥିଲା ଥିଲା ଗୋଟେ ବିରାଟ ପୃଥିବୀର ବିସ୍ତାର ଥିଲେ ସମୁଦ୍ର, ପର୍ବତ, ନଦୀ ଉପତ୍ୟକା, ବନାନୀ, ପାଦପ ଥିଲେ ଚଳପ୍ରଚଳ ଜୀବଜନ୍ତୁ, ଅସଂଖ୍ୟ ମଣିଷ । ଥିଲେ ଗ୍ରାମ, ସହର, ରାସ୍ତାଘାଟ କ୍ଷେତ, ଖମାର, ଅପ୍ରମିତ ଶସ୍ୟ ଥିଲା ନାଚ, ଗୀତ, ସରାଗ, ସମ୍ଭୋଗ

To continue reading "ତୁମ ପାଇଁ ଏତେସବୁ ଥିଲା", login now.

This page has been protected for subscriber only.

Report an Error