ଚଂଡାଳ - ୯

"ଚଂଡାଳ", ଓଡିଆ କବିତାରେ କବି ଆଶୁତୋଷ ପରିଡାଙ୍କର ଏକ କ୍ରାନ୍ତିକାରୀ ନାୟକ । ଓଡିଆ କବିତାରେ ଦଳିତ ଚେତନାର ପ୍ରଥମ ଓ ଅନନ୍ୟ ସ୍ଵର ଭାବରେ ଏହି କବିତା ସବୁର ବିଶେଷ ମହତ୍ତ୍ଵ ରହିଛି । ସେହି ବିଶେଷ କବିତାର କ୍ରମ ପ୍ରକାଶ ।


ଫଟୋ - ସବରଙ୍ଗ ଇଣ୍ଡିଆ
ମା ପେଟରେ ଥାଇ ମୁଁ ଶୁଣିଛି କ୍ଷୁଧାର ନାମ, ଅନ୍ତୁଡ଼ିଶାଳରୁ ତାକୁ ଦେଖିଛି ତା’ରି କଥାରେ ଆତଯାତ ହୋଇଛି କାଳକାଳ, ଡାକ ଛାଡ଼ିଛି - ‘ସାଆନ୍ତ ଓ ସାଆନ୍ତାଣୀ ଗାଳି ଦିଅ, କାମ ଦିଅ ଓ ଭାତ ଦିଅ ଯାବଜ୍ଜୀବନ ଘୁଷୁରି ପରି ବଂଚିବାକୁ ଦିଅ’ । ବେକରେ ପଥର ବାନ୍ଧି ନଈ ପହଁରିଛି ନଖରେ ଖୋଳିଛି

To continue reading "ଚଂଡାଳ - ୯", login now.

This page has been protected for subscriber only.

Report an Error