ଚଂଡାଳ - ୧୫

"ଚଂଡାଳ", ଓଡିଆ କବିତାରେ କବି ଆଶୁତୋଷ ପରିଡାଙ୍କର ଏକ କ୍ରାନ୍ତିକାରୀ ନାୟକ । ଓଡିଆ କବିତାରେ ଦଳିତ ଚେତନାର ପ୍ରଥମ ଓ ଅନନ୍ୟ ସ୍ଵର ଭାବରେ ଏହି କବିତା ସବୁର ବିଶେଷ ମହତ୍ତ୍ଵ ରହିଛି । ସେହି ବିଶେଷ କବିତାର ଅନ୍ତିମ ପର୍ଯ୍ଯାୟ ଆଜି ।


ଚିତ୍ର - ଓପନ ଡେମୋକ୍ରାସି
ମତେ ଦେଖ ଏବେ ସବୁ ଆଖିମାନଙ୍କୁ ଏକତ୍ରିତ କରି, ଚଳପ୍ରଚଳ ସମସ୍ତ ହାତରେ ମତେ ଛୁଇଁଯାଅ, ହଜାର ବର୍ଷ ଧରି ଯେତେ ପାଠ ପଢ଼ିଛ - ମନେ ପକାଅ । ମୋ ପାଖରେ ପହଞ୍ଚିଲେ ତୁମେ ପରୀକ୍ଷାର୍ଥୀ ପରି ଦେଖାଯିବ, ମୋ ପାଖରେ ପ୍ରଶ୍ନ ଛଡ଼ା ଆଉ କିଛି ଦେଖି ପାରିବନି । ମୁଁ ଏକ ଅପ୍ରମାଣିତ

To continue reading "ଚଂଡାଳ - ୧୫", login now.

This page has been protected for subscriber only.

Report an Error