ଚଂଡାଳ - ୧୪

"ଚଂଡାଳ", ଓଡିଆ କବିତାରେ କବି ଆଶୁତୋଷ ପରିଡାଙ୍କର ଏକ କ୍ରାନ୍ତିକାରୀ ନାୟକ । ଓଡିଆ କବିତାରେ ଦଳିତ ଚେତନାର ପ୍ରଥମ ଓ ଅନନ୍ୟ ସ୍ଵର ଭାବରେ ଏହି କବିତା ସବୁର ବିଶେଷ ମହତ୍ତ୍ଵ ରହିଛି । ସେହି ବିଶେଷ କବିତାର କ୍ରମ ପ୍ରକାଶ ।


ମୁଁ ଆସି ଠିଆ ହେଲେ ପିଲାଏ ଅଳି କରିବେ ଖେଳ ଦେଖିବାକୁ, ମଡ଼ାମାନେ ସଜହେବେ ମଶାଣି ଯିବାକୁ । ଅପସରି ଯିବେ ଘରଦ୍ୱାର ହାତରେ ଛାଞ୍ଚୁଣୀ ଧରି ପବନ ମାଡ଼ି ଆସିବ, ମୁଁ ଆସି ଠିଆ ହେଲେ ପୋକ ଆଉ ଭୋକଙ୍କ ମଝିରେ ବାଟ ଫିଟିଯିବ । ବିକଟାଳ ରଡ଼ି ଶୁଭିବ ଗଛଙ୍କ କୋରଡ଼ରୁ

To continue reading "ଚଂଡାଳ - ୧୪", login now.

This page has been protected for subscriber only.

Report an Error