ଚଂଡାଳ - ୧୩

"ଚଂଡାଳ", ଓଡିଆ କବିତାରେ କବି ଆଶୁତୋଷ ପରିଡାଙ୍କର ଏକ କ୍ରାନ୍ତିକାରୀ ନାୟକ । ଓଡିଆ କବିତାରେ ଦଳିତ ଚେତନାର ପ୍ରଥମ ଓ ଅନନ୍ୟ ସ୍ଵର ଭାବରେ ଏହି କବିତା ସବୁର ବିଶେଷ ମହତ୍ତ୍ଵ ରହିଛି । ସେହି ବିଶେଷ କବିତାର କ୍ରମ ପ୍ରକାଶ ।


ନିଜକୁ ଛାତିରେ ଧରି ମୁଁ ରହିଚି ଏଠି ଯେତେବେଳେ ସମସ୍ତେ ବାନ୍ଧି ସାରିଛନ୍ତି ପରସ୍ପରକୁ ଜନ୍ମ ଜନ୍ମାନ୍ତର ଅହମିକାରେ, ଯେତେବେଳେ - ଶିଶୁ ଆଉ ବୃଦ୍ଧମାନେ ଦିଶୁଛନ୍ତି ଏକାଭଳି କୌଣସି ପାର୍ଥକ୍ୟ ନାହିଁ ରାଜା ଆଉ ଦସ୍ୟୁଙ୍କ ଭିତରେ । ଶବ ଆଉ ଶାଗୁଣା ଭିତରେ କୌଣସି ଦୂରତ୍ୱ ନାହିଁ, ଆକାଶରୁ ବର୍ଷିଯାଉନାହିଁ ଆଶୀର୍ବାଦ ସବୁ ଜୀବିତ

To continue reading "ଚଂଡାଳ - ୧୩", login now.

This page has been protected for subscriber only.

Report an Error