ଚଂଡାଳ - ୧୨

"ଚଂଡାଳ", ଓଡିଆ କବିତାରେ କବି ଆଶୁତୋଷ ପରିଡାଙ୍କର ଏକ କ୍ରାନ୍ତିକାରୀ ନାୟକ । ଓଡିଆ କବିତାରେ ଦଳିତ ଚେତନାର ପ୍ରଥମ ଓ ଅନନ୍ୟ ସ୍ଵର ଭାବରେ ଏହି କବିତା ସବୁର ବିଶେଷ ମହତ୍ତ୍ଵ ରହିଛି । ସେହି ବିଶେଷ କବିତାର କ୍ରମ ପ୍ରକାଶ ।


ଚିତ୍ର - ଓପନ ଡେମୋକ୍ରାସି
ଆଉ କିଛି ଲୁଚିବାକୁ ନାହିଁ ମୁଁ ସବୁ ଦେଖି ସାରିଛି ଜିଭର ପଛ ପାଖରେ ବସିଥିବା ମିଛ ପାଣିରେ ମିଶିଯିବାକୁ ରହିଥିବା ବିଷ ତିନି ଗୋଡ଼ରେ ଠିଆ ଷଡ଼ଯନ୍ତ୍ର ଖପୁରି ଭିତରେ ଥାକ ଥାକ ସାଇତା ଅହଂକାର; ସବୁ ଦେଖିଛି ଅନ୍ଧାରର ଅଭ୍ୟନ୍ତର ଆଲୁଅର କଙ୍କାଳ ଛାତିକୁ କାମୁଡ଼ି ଧରି ଭିତରକୁ ମାଡ଼ି ଯାଇଥିବା

To continue reading "ଚଂଡାଳ - ୧୨", login now.

This page has been protected for subscriber only.

Report an Error