ସବୁ ନାମର ଅର୍ଥ ମୁଁ ବୁଝିଛି
ନାମ ପଛରେ ଇତିହାସ ଅଛି ।
ମଣିଷଟିଏ ଚଳାଚଳ କରିଛି ସେଠି
ଆକାଶଟିଏ ଖସି ପଡ଼ିଛି...ସେଠି,
ସବୁ ଅର୍ଥ ଭିତରେ
ଲୁଚିଛି ଅନର୍ଥ,
ଆପେ ଆପେ ଉଚ୍ଚାରିତ ହୋଇଯାଉଥିବା
ମୋର ମଧ୍ୟ ନାମ ଗୋଟେ ଅଛି ।
ଦେଖ
ମୋ ପାଦତଳେ ମାଟି ଅଛି ତଥାପି,
ଶବ୍ଦମାନଙ୍କୁ କିଏ
To continue reading "ଚଂଡାଳ - ୧୧", login now.
This page has been protected for subscriber only.