ଚଂଡାଳ - ୧୦

"ଚଂଡାଳ", ଓଡିଆ କବିତାରେ କବି ଆଶୁତୋଷ ପରିଡାଙ୍କର ଏକ କ୍ରାନ୍ତିକାରୀ ନାୟକ । ଓଡିଆ କବିତାରେ ଦଳିତ ଚେତନାର ପ୍ରଥମ ଓ ଅନନ୍ୟ ସ୍ଵର ଭାବରେ ଏହି କବିତା ସବୁର ବିଶେଷ ମହତ୍ତ୍ଵ ରହିଛି । ସେହି ବିଶେଷ କବିତାର କ୍ରମ ପ୍ରକାଶ ।


ଫଟୋ - କାନଭା
sadearq31`sq`2ଭିତରକୁ ଶୋଷି ନେଇଛି ଜଳ ଓ ଅନ୍ଧାର, ଉଡ଼ି ଯାଉଥିବା ବାଲି ମାଡ଼ିଯିବା ପରେ - ନିର୍ଜନତା ଯାଏ, ପଥର ମିଶିଯାଇଛି ହାଡ଼ରେ ଚମରେ ଭେଦି ଯାଇଛି କଣ୍ଟା କଣ୍ଟାର ଗଛ ସବୁ କଅଁଳି ଉଠିବା ପରେ ଦେହରେ । ଆତ୍ମାର ଅଂଚଳକୁ ମାଡ଼ିଯାଇଛି ଅରଣ୍ୟ ଯାହା ଭିତରକୁ ପଶି ଯାଉ ଯାଉ

To continue reading "ଚଂଡାଳ - ୧୦", login now.

This page has been protected for subscriber only.

Report an Error