କୃପା ନିଧାନ: ନୃତ୍ୟ ରଚନା ଓ ପ୍ରେରଣା

ବିଶିଷ୍ଟ ଓଡିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କର ଏକ ଭାବମୟ ନୃତ୍ୟ ସଂରଚନା ହେଉଛି "କୃପା ନିଧାନ"। କିମ୍ବଦନ୍ତୀ ଗାୟକ ଅକ୍ଷୟ ମହାନ୍ତିଙ୍କ ଗୀତ ଆଧାରରେ ରଚିତ ଏହି ନୃତ୍ୟର ରଚନା ଓ ପରିବେଷଣକୁ ନେଇ ଅରୁଣା ମହାନ୍ତିଙ୍କର ଅନ୍ତରଙ୍ଗ ଆଲେଖ୍ୟ ।


ଫଟୋ - ଓଡିଶା ଡାନ୍ସ ଏକାଡେମୀ, ଭୁବନେଶ୍ୱର
ପରମାତ୍ମା ଦାରୁ ଦେବତା ଜଗନ୍ନାଥ । ନିମ୍ବ ଦାରୁ ନିର୍ମିତ ଏକ ବିଚିତ୍ର ବିଗ୍ରହ । ଯେଉଁ ନିମ୍ବ ଗଛର ମୂଳ ପିତା, ଡାଳ ପିତା, ପତ୍ର ପିତା, ପୁଷ୍ପ ପିତା, ଫଳ ପିତା, ମଞ୍ଜି ପିତା, ସାରା ସ୍ୱରୂପ ପିତା । ସେହି ପିତାମୟ ପୀତାମ୍ବର ଜଗନ୍ନାଥ, ତତ୍ତ୍ୱ, ଭାବ, ଭକ୍ତି, ପ୍ରେମର ଅମୃତ ସାଗର । ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର ଅସ୍ତିତ୍ୱ । ଓଡ଼ିଶାବାସୀଙ୍କ ଜନମାନସ ସେହି

"କୃପା ନିଧାନ: ନୃତ୍ୟ ରଚନା ଓ ପ୍ରେରଣା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ