ଉର୍ଦ୍ଧ୍ବ ଉଡ଼ାଣ
ସମକାଳୀନ ଓଡ଼ିଆ କବିତାର ଏକ ଶକ୍ତିଶାଳୀ ସ୍ବର ହେଉଛନ୍ତି କବି ରକ୍ଷକ ନାୟକ । ନିଜର ଅନୁଭବ, ଅତୀତର ଘଟଣା ଏବଂ ବର୍ତ୍ତମାନର ପରିସ୍ଥିତିକୁ ସର୍ଜନାତ୍ମକ ଶୈଳୀରେ ଉପସ୍ଥାପନ କରିବାରେ ସେ ବେଶ୍ ସିଦ୍ଧହସ୍ତ ।
Publisher: Viswamukti Foundation Trust
Author: ରକ୍ଷକ ନାୟକ
Digital (PDF)
INR 50.00
ପୃଥିବୀକୁ, ନିଜ ପରିବେଶକୁ ତାଙ୍କ ବୟସରେ କେଉଁଭଳି ନିରେଖିବାକୁ ହୁଏ ତାକୁ ବୁଝିବାକୁ ହେଲେ ‘ଉର୍ଦ୍ଧ୍ବ ଉଡ଼ାଣ’ ଭଳି କବିତାର କଳ୍ପଝର ପାଖରେ ଆଂଜୁଳା ପାତିବାକୁ ହେବ । ୧୯୯୯ ମସିହାରେ ପ୍ରକାଶିତ ଏହି କବିତା ସଂକଳନରେ ଥିବା କବିତାଗୁଡିକ ଜରିଆରେ ସେହି ମୁହୂର୍ତ୍ତମାନଙ୍କୁ ବାନ୍ଧି ରଖିବାର ସୂକ୍ଷ୍ମ ପ୍ରୟାସ କରିଛନ୍ତି କବି ରକ୍ଷକ ନାୟକ । ଶିଳ୍ପୀଙ୍କ ସାମଗ୍ରିକ ଚେତନାର ଏହା ହେଉଛି ଏକ ସ୍ବଚ୍ଛ ମାଧ୍ୟମ ।
ଏଇ ବହିରେ ରହିଛି -
- ନୂଆ ପରିଚୟ
- ଗତାଗତ
- ହାଟ ଚିଠା
- ଶବ ସଂସ୍କାର
- ସାତ୍ତ୍ବିକ ସଂଦେହ
- ପ୍ରଥମ ଭ୍ରମଣ
- ଯିବା ଏଥର
- ଏକ ପ୍ରାର୍ଥନା ସଭାରେ
- ବାଟର ଗତି
- ଲଂବା ଛାଇର ପ୍ରହର
- ପ୍ରାତଃକୃତ୍ଯ
- ଆନଂଦ ମାର୍ଗ
- ରାତିର ଶୋକ
- ମୁଂଡଳା ପରେ ମୁଂଡଳା ପରେ ମୁଂଡଳା - ଏମିତି
- ବାବନାଭୂତ
- ପାଦପଦ୍ଯ
- ଛୁଇଁ ପାରିନି
- ଭଂଗା ଗଢା ଖେଳ
- ରାତି ଅଧ
- ଟାଇପିଷ୍ଟ୍
- ଇତିହାସର ବାେଝ
- ବାରବାର ଫେରେ
- ନାୟକର ଶୋକ
- ବାଟ ଛାଡ ସେ ଆସୁଛି
- ବିଷ ଫଳ
- ସବୁ କୁହାଯାଉ
- ଭୟ ଉପରେ ଆଶ୍ରୟ
- ଜଣେ କବିର ମୃତ୍ଯୁ
- ଶୂନ୍ଯ ଶୀର୍ଷ
- ପ୍ରତି ଶୀତ ରାତି ପ୍ରତି
- ମୃତ ମୌଜା
- ଯିବାକୁ ହେବ
- ଛୁଟି
- ଇତି ଇତି
- କଦଂବ ଫୁଲର ପାହାଡ
- ଆମକୁ ଭୁଲ ବୁଝନି
- ଘଂଟା କଂଟାର ଘାେଡ଼ା
- ନାଁ ନ ଥିବା ଗାଁ
- ଡି ଥ୍ରି ବାଇ ଟେନ୍
- ବଂଧୁ ଦର୍ଶନ
- ପର୍ବଗୀତ
- ବସ୍ ଯାତ୍ରା
- ଜଣେ ନିରୁଦ୍ଦିଷ୍ଟ ବ୍ଯକ୍ତି ସଂପର୍କରେ
- ରାତି ପାହିଯାଉ
- ଇଂଦ୍ରଧନୁ