ଉର୍ଦ୍ଧ୍ବ ଉଡ଼ାଣ

ସମକାଳୀନ ଓଡ଼ିଆ କବିତାର ଏକ ଶକ୍ତିଶାଳୀ ସ୍ବର ହେଉଛନ୍ତି କବି ରକ୍ଷକ ନାୟକ । ନିଜର ଅନୁଭବ, ଅତୀତର ଘଟଣା ଏବଂ ବର୍ତ୍ତମାନର ପରିସ୍ଥିତିକୁ ସର୍ଜନାତ୍ମକ ଶୈଳୀରେ ଉପସ୍ଥାପନ କରିବାରେ ସେ ବେଶ୍ ସିଦ୍ଧହସ୍ତ ।
ରକ୍ଷକ ନାୟକ
Digital (PDF)
INR 50.00

ପୃଥିବୀକୁ, ନିଜ ପରିବେଶକୁ ତାଙ୍କ ବୟସରେ କେଉଁଭଳି ନିରେଖିବାକୁ ହୁଏ ତାକୁ ବୁଝିବାକୁ ହେଲେ ‘ଉର୍ଦ୍ଧ୍ବ ଉଡ଼ାଣ’ ଭଳି କବିତାର କଳ୍ପଝର ପାଖରେ ଆଂଜୁଳା ପାତିବାକୁ ହେବ । ୧୯୯୯ ମସିହାରେ ପ୍ରକାଶିତ ଏହି କବିତା ସଂକଳନରେ ଥିବା କବିତାଗୁଡିକ ଜରିଆରେ ସେହି ମୁହୂର୍ତ୍ତମାନଙ୍କୁ ବାନ୍ଧି ରଖିବାର ସୂକ୍ଷ୍ମ ପ୍ରୟାସ କରିଛନ୍ତି କବି ରକ୍ଷକ ନାୟକ । ଶିଳ୍ପୀଙ୍କ ସାମଗ୍ରିକ ଚେତନାର ଏହା ହେଉଛି ଏକ ସ୍ବଚ୍ଛ ମାଧ୍ୟମ ।

ଏଇ ବହିରେ ରହିଛି -

  • ନୂଆ ପରିଚୟ
  • ଗତାଗତ
  • ହାଟ ଚିଠା
  • ଶବ ସଂସ୍କାର
  • ସାତ୍ତ୍ବିକ ସଂଦେହ
  • ପ୍ରଥମ ଭ୍ରମଣ
  • ଯିବା ଏଥର
  • ଏକ ପ୍ରାର୍ଥନା ସଭାରେ
  • ବାଟର ଗତି
  • ଲଂବା ଛାଇର ପ୍ରହର
  • ପ୍ରାତଃକୃତ୍ଯ
  • ଆନଂଦ ମାର୍ଗ
  • ରାତିର ଶୋକ
  • ମୁଂଡଳା ପରେ ମୁଂଡଳା ପରେ ମୁଂଡଳା - ଏମିତି
  • ବାବନାଭୂତ
  • ପାଦପଦ୍ଯ
  • ଛୁଇଁ ପାରିନି
  • ଭଂଗା ଗଢା ଖେଳ
  • ରାତି ଅଧ
  • ଟାଇପିଷ୍ଟ୍
  • ଇତିହାସର ବାେଝ
  • ବାରବାର ଫେରେ
  • ନାୟକର ଶୋକ
  • ବାଟ ଛାଡ ସେ ଆସୁଛି
  • ବିଷ ଫଳ
  • ସବୁ କୁହାଯାଉ
  • ଭୟ ଉପରେ ଆଶ୍ରୟ
  • ଜଣେ କବିର ମୃତ୍ଯୁ
  • ଶୂନ୍ଯ ଶୀର୍ଷ
  • ପ୍ରତି ଶୀତ ରାତି ପ୍ରତି
  • ମୃତ ମୌଜା
  • ଯିବାକୁ ହେବ
  • ଛୁଟି
  • ଇତି ଇତି
  • କଦଂବ ଫୁଲର ପାହାଡ
  • ଆମକୁ ଭୁଲ ବୁଝନି
  • ଘଂଟା କଂଟାର ଘାେଡ଼ା
  • ନାଁ ନ ଥିବା ଗାଁ
  • ଡି ଥ୍ରି ବାଇ ଟେନ୍
  • ବଂଧୁ ଦର୍ଶନ
  • ପର୍ବଗୀତ
  • ବସ୍ ଯାତ୍ରା
  • ଜଣେ ନିରୁଦ୍ଦିଷ୍ଟ ବ୍ଯକ୍ତି ସଂପର୍କରେ
  • ରାତି ପାହିଯାଉ
  • ଇଂଦ୍ରଧନୁ
Report an Error