ଶେଷରାଗ
‘ଶେଷରାଗ’ କବିତା ସଂକଳନଟି କବି ଶ୍ରୀଯୁକ୍ତ ଏମ୍.ଏ.ୱହିଦଙ୍କର ସଦ୍ୟ ପ୍ରକାଶୋନ୍ମୁଖ ପୁସ୍ତକ । ସମୁଦାୟ ସଂକଳନରେ କବିଙ୍କର ଚିନ୍ତନର ଗଭୀରତା, ଚେତନାର ବିସ୍ଥାର ଓ ସ୍ୱାତନ୍ତ୍ର୍ୟର ସ୍ୱାକ୍ଷର ବେଶ୍ ସ୍ପଷ୍ଚ ।
Publisher: Viswamukti Foundation Trust
Author: ଏମ୍.ଏ. ୱହିଦ୍
Digital (PDF)
INR 280.00
ବିଶିଷ୍ଟ ଲେଖକ ଏମ୍.ଏ. ୱହିଦ ଜଣେ ସୁଲେଖକ । ଏକାଧାରରେ ସେ କବି, ଅଧ୍ୟାପକ, ଶିକ୍ଷକ, ପ୍ରଶିକ୍ଷକ ଓ ତତ୍ୱ ଆଧାରିତ ପ୍ରବନ୍ଧ ଗୁଡିକର ସ୍ରଷ୍ଟା। ତାଙ୍କର ପ୍ରବନ୍ଧଗୁଡିକ ମଧ୍ଯରେ ରହିଛି - ମୌଳିକ ଶିକ୍ଷା ଏବଂ ଗାନ୍ଧିଜୀ, ଗାନ୍ଧୀ ଜୟନ୍ତୀ, ଗଣତନ୍ତ୍ରରେ ପରିବେଶ ଚିନ୍ତା, ପୂର୍ବରାଗ, ମାଳତୀ ଚୌଧୁରୀ ସଂକ୍ଷିପ୍ତ ଜୀବନ, ଚାଷୀ ବାଳିକାର ପ୍ରେମ, ମଧ୍ୟରାଗ, ସମ୍ଭବମି ଯୁଗେଯୁଗେ, ନିଶା ନିଷେଧ, ଗଦ୍ୟାନୁରାଗ ପ୍ରମୁଖ ।