ସେପ୍ଟେମ୍ବର - ନଭେମ୍ବର ୨୦୨ ୫

ସେପ୍ଟେମ୍ବର - ନଭେମ୍ବର ସଂଖ୍ଯାଟି ପୂଜା ବିଶେଷାଙ୍କ ରୂପେ ପ୍ରକାଶିତ । ଏହି ସଂଖ୍ୟାରେ ଅଛି ବହୁତ ଲେଖକ ମାନଙ୍କ ଗରିମାମୟ ଅଭିବ୍ୟକ୍ତି |
Digital (PDF)
INR 120.00

ଏହି ସଂଖ୍ୟାର ସମ୍ପାଦକୀୟରେ ପ୍ରଫେସର ଶଶାଙ୍କ ଚୂଡ଼ାମଣିଙ୍କ ନାରୀ ସର୍ବତ୍ର ଅରି । ଉପନ୍ଯାସ ବିଭାଗରେ ବିରଜା ରାଉତରାୟଙ୍କ ଗୋଟିଏ ଆତ୍ମାହୂତିର ଇତି କଥା, ନିବାରଣ ଜେନାଙ୍କ ସମ୍ପର୍କ @ ଜୀବନ । ବ୍ୟକ୍ତିତ୍ୱରେ ପ୍ରମୋଦ କୁମାର ପାତ୍ରଙ୍କ ଗୁରୁ ହିଁ ପରମ ତପ । ପ୍ରବନ୍ଧରେ - ଗୁରୁଜୀ ଦୋଳଗୋବିନ୍ଦ ବିଶୀ, ପ୍ରଫେସର ବିଜୟାନନ୍ଦ ସିଂ, ବିନୋଦ, ପ୍ରଫେସର ସନ୍ତୋଷ ତ୍ରିପାଠୀ, ଡ଼ ତ୍ରିନାଥ ପଟ୍ଟନାୟକ, ଡ଼ ସୁକାନ୍ତି ମହାପାତ୍ର, ସ୍ଵପ୍ନା ସି, ପ୍ରଫେସର ବସନ୍ତ କୁମାର ପଣ୍ଡା, ବିଷ୍ଣୁ ଚରଣ ମଲ୍ଲିକ ପ୍ରମୁଖଙ୍କ ଆଲେଖ୍ଯ ରହିଥିବାବେଳେ ଗଳ୍ପ ବିଭାଗରେ ସଦାନନ୍ଦ ତ୍ରିପାଠୀ, ଜୀବନ କୃଷ୍ଣ ମହାପାତ୍ର, କବିତା ବାରିକ, ରମେଶ ପଟ୍ଟନାୟକ, ପ୍ରଭାତ ସିହ୍ନା, ସଚ୍ଚିଦାନନ୍ଦ କର, ଆଭାଷ କୁମାର ବରାଳ, ଡ଼ ନଳିନୀ ପ୍ରଭା ମହାପାତ୍ର, କମଳିନୀ ମଲ୍ଲିକ , ଡ଼ ଖଗେଶ୍ୱର ଜେନା , ଡ଼ ମିହିର କୁମାର ରାୟ, ଆଦିତେଶ୍ୱର ମିଶ୍ରଙ୍କ ମନଛୁଆ କାହାଣୀମାନ ରହିଛି । ଡ଼ ବିଜୟ କେତନ ପଟ୍ଟନାୟକ, ଆଶୁତୋଷ ସାମନ୍ତ ସିଂହାର, ସୁଷମା ତ୍ରିପାଠୀ, ଓ ନିବାରଣ ଜେନାଙ୍କ ଭ୍ରମଣ କାହାଣୀ ରହିଥିବାବେଳେ ରମେଶ ଚ. ବେହେରା, ପ୍ରଦୀପ ଶ୍ରୀଚନ୍ଦନଙ୍କ ଫିଚର୍ ଆଦି ରହିଛି । ଡ଼ ପ୍ରସନ୍ନ ପାଟ୍ଟଶାଣୀ, ସଦାଶିବ ଦାଶ, ସରୋଜ ମହାପାତ୍ର, ଆଶୁତୋଷ ପରିଡା, ଅଶ୍ୱିନୀ ମିଶ୍ର, ହୃଷିକେଶ ମଲ୍ଲିକ, ବିଚିତ୍ରାନନ୍ଦ ଦେଓ, ମନୋରମ ବିଶ୍ୱାଳ ମହାପାତ୍ର, କମଳାକାନ୍ତ ପଣ୍ଡା, ଡ଼ ଶ୍ରୀହରି ଧଳ, ସୁଷମା ମିଶ୍ର, ରକ୍ଷକ ନାୟକ, ଡ଼ ଗୌତମ ଜେନା ଆଦିଙ୍କ ମୋଟ୍ ୯୪ ଟି କବିତା ଏହି ସଂଖ୍ଯାରେ ସ୍ଥାନ ପାଇଛି । ପ୍ରୀତି ରାୟ, ଆଶିଷ କୁମାର ରାୟ, ସବିତା ମିଶ୍ରଙ୍କ ଅନୁବାଦ ଗଳ୍ପ ସାଙ୍ଗକୁ ପୁସ୍ତକ ସମୀକ୍ଷାରେ ମାନସ ଦାସଙ୍କ କବିତା ସଂକଳନ ସକାଳର ସିମ୍ଫାେନୀ । ଅରୁଣ କୁମାର ସାହୁଙ୍କ ଗଳ୍ପ ସଂକଳନ ସାରସର ଶେଷସ୍ବର ଓ ରାଜନେତା ଅରୁଣ କୁମାର ସାହୁଙ୍କ ଭିନ୍ନ ସ୍ବାଦର ପୁସ୍ତକ ସାଇତା ସତ ପାଠକଙ୍କୁ ଆକର୍ଷିତ କରିବ ।

Report an Error