ସାମାନ୍ୟରୁ ଅସାମାନ୍ୟ ଯାଏଁ

ରାମ ଶଙ୍କର ରଥଙ୍କ ‘ସାମାନ୍ୟରୁ ଅସାମାନ୍ୟ ଯାଏଁ’ ଏକ ଭିନ୍ନ ସ୍ବାଦର ପ୍ରବନ୍ଧ ସଂକଳନ ।
ରାମ ଶଙ୍କର ରଥ
Digital (PDF)
INR 100.00

‘ସାମାନ୍ୟରୁ ଅସାମାନ୍ୟ ଯାଏଁ’ ଶୀର୍ଷକ ଏହି ସଂକଳନଟିରେ ଛତିଶ ଗୋଟି ଭିନ୍ନ ସ୍ୱାଦର ପ୍ରବନ୍ଧ ରହିଛି । ଆଧ୍ୟାତ୍ମ, ଧର୍ମ ସଂସ୍କୃତି, ଇତିହାସ, ବିଜ୍ଞାନ ବିଷୟକ ଚର୍ଚ୍ଚା ପ୍ରବନ୍ଧଗୁଡିକରେ କରାଯାଇଛି । କିଛି ନୂତନତ ଓ କିଛି ପାରମ୍ପରିକ ଚିନ୍ତାଧାରା ପ୍ରବନ୍ଧଗୁଡିକ ମଧ୍ୟ ଏଥିରେ ସ୍ଥାନ ପାଇଛି । ଏଗୁଡିକରୁ ଅଧିକାଂଶ ଓଡ଼ିଶାର ବିଭିନ୍ନ ସାହିତ୍ୟ ଅଥବା ଧର୍ମପତ୍ରିକା, ଯଥା - ଅମୃତାୟନ, ସମାରୋହ, ବିଶ୍ୱମୁକ୍ତି, ସତ୍ୟଚେତନା, ବେଦ ରଶ୍ମି କିମ୍ବା ପ୍ରତିଷ୍ଠିତ ଦୈନିକ ବା ସାପ୍ତାହିକ ସମ୍ବାଦପତ୍ର ଯଥା- ସମାଜ,ସମୟ,ତ୍ୟାଗ ଓ ସେବାରେ ପ୍ରକାଶିତ ହୋଇ ସାରିଛି ।

ବୃତ୍ତିରେ ଗଣିତ ଅଧ୍ୟାପକ ଥିବା ଡ. ରାମ ଶଙ୍କର ରଥ ଜଣେ ସାହିତ୍ଯ ମନସ୍କ । ତାଙ୍କ ପ୍ରବନ୍ଧଗୁଡିକ ଧର୍ମ ଓ ଆଧ୍ୟାତ୍ମ, ବିଜ୍ଞାନ, ଗଣିତ ଓ ସାମାଜିକ ସମସ୍ଯାଗୁଡିକ ଉପରେ ଆଧାରିତ । ତାଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ ରହିଛି - 'ଶଙ୍କରାଚାର୍ଯ୍ଯଙ୍କ ଜୀବନୀ ଓ ଦର୍ଶନ', 'ପ୍ରବନ୍ଧ ବିଚିତ୍ରା', 'ଦିଗନ୍ତର ଦୁଇଟି ପକ୍ଷୀ' ସମେତ ବିଜ୍ଞାନ ଓ ଗଣିତର ଅନେକ ପୁସ୍ତକ।

ଏହି ପୁସ୍ତକରେ ସ୍ଥାନିତ ହାେଇଥିବା ପ୍ରବନ୍ଧଗୁଡିକ ମଧ୍ୟରେ ରହିଛି -

  • ଅରବିନ୍ଦଙ୍କ ଦୃଷ୍ଟିରେ ‘ବିବର୍ତ୍ତନ’
  • ଧାର୍ମିକତା ଓ ଆମର ସାମାଜିକ ଜୀବନ
  • ବେଦ ଗୁଡିକ ପ୍ରସଙ୍ଗରେ କିଛି କଥା
  • ଏକ ସୁଖମୟ ଜୀବନର ସନ୍ଧାନରେ
  • ଯନ୍ତ୍ର ସଭ୍ୟତାର ହୋ ହଲ୍ଲା ଭିତରେ ବ୍ୟକ୍ତିସତ୍ତାର ବିଲୟ ଘଟି ଚାଲିଛି
  • ସାର୍ବଭୌମ ଲୋକତନ୍ତ୍ର ରାଷ୍ଟ୍ରର ନାଗରିକତ୍ୱ ପ୍ରସଙ୍ଗ
  • କମ୍ୟୁନିଷ୍ଟ ଦର୍ଶନ ଓ କାର୍ଯ୍ୟଧାରାର ଏକ ଆକଳନ
  • ବିଜ୍ଞାନ ଓ ଗଣତନ୍ତ୍ର-ଏ ଯୁଗର ଦୁଇଟି ଶକ୍ତିଉତ୍ସ
  • ପ୍ରଜ୍ଞାଲୋକିତ ବିଶ୍ୱାସର ରାସ୍ତା ଏକ ଅନ୍ଧଗଳି ନୁହେଁ
  • ଇତିହାସର ଘଟଣା ପ୍ରବାହରେ ଜଗତୀକରଣ
  • ନିଷ୍ପେଷିତ ଜନତା, ସାମାଜିକ ନ୍ୟାୟ ଓ ଗଣତାନ୍ତ୍ରିକ ଅଧିକାର ପ୍ରସଙ୍ଗ
  • ଜୀବନ ଦର୍ଶନର କିଛି କଥା
  • ଶଙ୍କରାଚାର୍ଯ୍ୟଙ୍କ ଚରିତ୍ରର ବିଶିଷ୍ଟତା
  • ଧର୍ମ ଓ ସାମାଜିକତା,
  • ଅବତାରୀ ମହାପୁରୁଷ ଯୀଶୁ
  • ଈଶ୍ୱରୋପଲବ୍ଧି ପ୍ରସଙ୍ଗ-କିଛି ବିଚାର
  • ଧର୍ମଗୁଡିକର ପାରସ୍ପରିକ ସମ୍ପର୍କର କଥା
  • ଏକ ବିସ୍ମୃତ ଆଦର୍ଶର ଗାଥା
  • ଯୁଦ୍ଧ ଓ ଶାନ୍ତିର ବଦଳୁଥିବା ରୂପ-କିଛି ଭିନ୍ନ ବିଚାର
  • ସଭ୍ୟତା ସଙ୍ଗେ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧକୌଶଳର ବିକାଶ - କିଛି ସୂଚନା
  • ଧର୍ମରେ ବିଶ୍ୱାସର ବିଶେଷ ପ୍ରାସଙ୍ଗିକତା
  • ସଭ୍ୟତାର ସଂଘର୍ଷ
  • ଜାତୀୟତାବୋଧ ସହିତ ଧର୍ମକୁ ଯୋଡିବାର ପ୍ରାସଙ୍ଗିକତା
  • ‘ଚିକ୍କାପାର’ ପଛରେ ବିକାଶ ଗୋଡାଇଛି
  • ମଧ୍ୟ ପ୍ରଦେଶର ତେନ୍ଦୁ ପତ୍‌ତା
  • ଗୋଦ୍‌ଦା (ବିହାର)ର କୋଇଲା ବାଲା
  • ସଂସ୍କୃତି ଓ ଧର୍ମ- କିଛି ବୈଜ୍ଞାନିକ ବିଚାର
  • ଅରବିନ୍ଦଙ୍କ ଦର୍ଶନ-କିଛି ବିଚାର
  • ଭଗବଦ୍‌ଗୀତା ପ୍ରସଙ୍ଗିତ କେତେକ ବିକ୍ଷିପ୍ତ ଭାବନା
  • ମୂଲ୍ୟବୋଧର ପୁନରୁଦ୍ଧାର ପ୍ରସଙ୍ଗ
  • ଈଶ୍ୱର ବିଶ୍ୱାସ ସପକ୍ଷରେ
  • ଆଧ୍ୟାତ୍ମିକ ଭାବନାର କର୍ମପଥ-ତ୍ୟାଗ ଓ ସେବା
  • ସାମାଜିକ ନ୍ୟାୟ ଓ ବ୍ୟକ୍ତି ସ୍ୱାଧିନତା ପରିପ୍ରେକ୍ଷୀରେ କମ୍ୟୁନିଷ୍ଟ ଦର୍ଶନର ବିଚାର
  • କିମ୍ବଦନ୍ତୀ ଓ ଇତିହାସରେ ଭରପୂର ବୃନ୍ଦାବନ ନଗରୀ
Report an Error