ବର୍ତ୍ତମାନର ପତନନ୍ମୁଖୀ ସ୍ଖଳିତ, ଦୁର୍ନୀତିଗ୍ରସ୍ତ ସମାଜ ଓ ସାମାଜିକ ଦୁଃସହ ଜୀବନ ରକ୍ତକର୍କଟ ଠାରୁ ଆହୁରି ଦୁର୍ବିସହ ଓ ଯନ୍ତ୍ରଣାଦାୟକ ହେଇଛି, ତାହାରି ଏକ ନଗ୍ନଚିତ୍ର ଏହି ଉପନ୍ୟାସରେ ଚିତ୍ରିତ ହୋଇଛି |
Author: ବଳରାମ ଦାଶ
Digital (PDF)
INR 50.00

ବଳରାମ ଦାଶ ୧୯୨୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ | ଓଡ଼ିଆ ସାହିତ୍ୟର ଜଣେ ସଫଳ ସ୍ରଷ୍ଟା |ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ସେ ବିପୁଳ ପାଠକୀୟ ଶ୍ରଦ୍ଧା ଓ ସମ୍ନାନର ଅଧିକାରୀ ହାେଇଛନ୍ତି ।

ରକ୍ତକର୍କଟ ନାମକରଣର ଉଦ୍ଦେଶ୍ୟ - ରକ୍ତ କର୍କଟ ଯେପରି ଏକ ଭୟଙ୍କର ଦୁରାରୋଗ୍ୟ, ଯାହାର ନିରାକରଣର ଉପାୟ ନିର୍ଦ୍ଧାରଣ ବର୍ତ୍ତମାନ ବୈଜ୍ଞାନିକମାନଙ୍କ ପକ୍ଷେ ଏକ ଦୁଃସାଧ୍ୟ ବ୍ୟାପାର, ସେହିପରି ବର୍ତ୍ତମାନର ପତନନ୍ମୁଖୀ ସ୍ଖଳିତ, ଦୁର୍ନୀତି ଗ୍ରସ୍ତ ସମାଜ ଓ ସାମାଜିକ ଦୁଃସହ ଜୀବନ ରକ୍ତକର୍କଟ ଠାରୁ ଆହୁରି ଦୁର୍ବିସହ ଓ ଯନ୍ତ୍ରଣାଦାୟକ ହେଇଛି | ତାହାରି ଏକ ନଗ୍ନଚିତ୍ର ଏହି ଉପନ୍ୟାସରେ ଚିତ୍ରିତ ହୋଇଛି |

Report an Error