ପ୍ରଣୟର ମଧୁକାବ୍ୟ - ଭିଜା ଫଗୁଣର ଚିଠି

କବି ଅକ୍ଷୟ କୁମାର ନାୟକଙ୍କ ରଚିତ ଭିନ୍ନସ୍ବାଦର ପ୍ରେମଗ୍ରନ୍ଥ - 'ପ୍ରଣୟର ମଧୁକାବ୍ୟ - ଭିଜା ଫଗୁଣର ଚିଠି' ।
Author: ଅକ୍ଷୟ କୁମାର ନାୟକ
Digital (PDF)
INR 55.00

ଅପାରେ କାବ୍ୟ ସଂସାରେ କବିରେବ ପ୍ରଜାପତିଃ | ଏହି ସଂସାରରେ ଚଳପ୍ରଚଳ ସମସ୍ତ ସତ୍ତାରେ ଯାହା ଛଳଛଳ ହୁଏ ତାହା କବିତା ଏବଂ ସେଇ କବିତାକୁ ଯିଏ ବୁଝେ, ସିଏ ସେଥିରେ ହଜେ ସେ ହିଁ କବି, ସେହିଁ ସ୍ରଷ୍ଟା | ବାକ୍ୟମ ରସାତ୍ମକ କାବ୍ୟମ | ରସାତ୍ମକ ତଥା ସରଳ ବୋଧଗମ୍ୟ ପାଦ ସୃଷ୍ଟିରେ କାବ୍ୟ | ତେଣୁ ଏହାକୁ ଦୃଷ୍ଟିରେ ରଖି କବି ଅକ୍ଷୟ କୁମାର ନାୟକ ଏହି ପୁସ୍ତକଟି ରଚନା କରିଛନ୍ତି | ୭୪ ପୃଷ୍ଠାର ଏହା କବିତା ନୁହେଁ କାବ୍ୟ |

Report an Error