ପିଲାଙ୍କ ପାଇଁ ରାଷ୍ଟ୍ରପତି କଲାମଙ୍କ ଆତ୍ମକଥା

ଡକ୍ଟର ଜଗନ୍ନାଥ ମହାନ୍ତିଙ୍କର ଏକ ଅନବଦ୍ୟ ସୃଷ୍ଟି 'ପିଲାଙ୍କ ପାଇଁ ରାଷ୍ଟ୍ରପତି କଲାମଙ୍କ ଆତ୍ମକଥା' |
Author: ଡକ୍ଟର ଜଗନ୍ନାଥ ମହାନ୍ତି
Digital (PDF)
INR 50.00

'ପିଲାଙ୍କ ପାଇଁ ରାଷ୍ଟ୍ରପତି କଲାମଙ୍କ ଆତ୍ମକଥା', ଛୋଟ ପୁସ୍ତକଟି ଲେଖକ ଡକ୍ଟର ଜଗନ୍ନାଥ ମହାନ୍ତିଙ୍କର ଏକ ଅନବଦ୍ୟ ସୃଷ୍ଟି | ଯାହା ଛୋଟ ଛୋଟ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ହେଲେ ମଧ୍ୟ ବଡ଼ମାନଙ୍କୁ ବେଶ୍ ଆକୃଷ୍ଟ କରେ | ଡ. କଲାମଙ୍କ ଆତ୍ମଜୀବନୀ Wings of Fire ପଢି ଲେଖକ ଜଣକ ଖୁବ ଅନୁମୋଦିତ ଓ ଅନୁପ୍ରାଣିତ ହୋଇଥିଲେ | ଡ. କଲାମଙ୍କ ସଦାଚରିତ ଓ ନିରାଡ଼ମ୍ବର ଜୀବନଶୈଳୀ, ସର୍ଵଧର୍ମିୟ ମନୋଭାବ ତାଙ୍କର ବ୍ୟକ୍ତିତ୍ୱକୁ ବିଶ୍ୱ ବନ୍ଦିତା କରିଥିଲା | ଏହା ସମସ୍ତଙ୍କୁ ପ୍ରେରଣା ଯୋଗାଇବା ବୋଲି ଆଶା ଓ ବିଶ୍ୱାସ |

Report an Error