ଓଢ଼ଣୀ ତଳର ଲୁହ

ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ 'ଓଢ଼ଣୀ ତଳର ଲୁହ' - ଓଡିଆ ଉପନ୍ଯାସ ସାହିତ୍ଯର ଏକ ମୌଳିକ ସାର୍ଥକ ସୃଷ୍ଟି ।
ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ
Digital (PDF)
INR 100.00

ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ । ସେ ବିସ୍ମୟର ବ୍ଯାକରଣ । ସୃଜନର ନୂତନ ପ୍ରତିଶବ୍ଦ । ନେତୃତ୍ବର ନବ ପର୍ବ । ସେ ଏକ ପ୍ରତିଭାର ପ୍ରମତ୍ତ ପର୍ବ । ସୃଜନର ସମସ୍ତ ଦିଗ ଓ ଦିଗନ୍ତକୁ ସ୍ପର୍ଶ କରିଛି ତାଙ୍କର ପ୍ରତିଭା । । କବିତାରୁ ଗପ ଓ ଉପନ୍ଯାସ ପର୍ଯ୍ଯନ୍ତ ତାଙ୍କର ବ୍ଯାପ୍ତି ଓ ଦ୍ଯୁତି ।

ଡ. ପାଟ୍ଟଶାଣୀଙ୍କ 'ଓଢ଼ଣୀ ତଳର ଲୁହ' - ଏକ ଉପନ୍ଯାସ ନୁହେଁ, ଆମ ସମୟର ଏକ ଦସ୍ତାବିଜ୍ । କଥନ କଳାର କୀର୍ତ୍ତିମାନ କଳାକାର ପ୍ରସନ୍ନ କହିଛନ୍ତି ଓଢଣୀ ତଳର କଥା । ଲୁହ ଓ ଲହୁ, କୋହ ଓ କୁହୁର କଥା । କହିଛନ୍ତି କଳା କଳ୍ପନାର ଗାଥା ।

Report an Error