ଅକ୍ଟୋବର - ଡିସେମ୍ବର ୨୦୧୮

ପତ୍ରିକାର ଅକ୍ଟୋବର - ଡିସେମ୍ବର ୨୦୧୮ ସଂଖ୍ଯା ତଥା ଶାରଦୀୟ ବିଶେଷାଙ୍କର ପ୍ରଚ୍ଛଦରେ ରହିଛି ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କ ଏକ ଆକର୍ଷଣୀୟ ଚିତ୍ର । କେବଳ ପ୍ରଚ୍ଛଦ ନୁହେଁ, ଏହି ସଂଖ୍ଯାର ପ୍ରତ୍ଯେକ ବିଭାଗରେ ରହିଛି ନୂତନତ୍ବ ।
Digital (PDF)
INR 50.00

ଅକ୍ଟୋବର - ଡିସେମ୍ବର ୨୦୧୮ ସଂଖ୍ଯାରେ ଡକ୍ଟର ସୀତାକାନ୍ତ ମହାପାତ୍ରଙ୍କ ‘ଶରଣକୁଳର ‘ଅମରୁଶତକ’ ପୋଥି ଓ ଦିନନାଥ’, ଡକ୍ଟର ମଣୀନ୍ଦ୍ର କୁମାର ମେହେରଙ୍କ ‘ମନୋଜ ଦାସଙ୍କ ଉପନ୍ୟାସ : ଏକ ଦୃଷ୍ଟିପାତ’, ଗୁରୁଜୀ ଡ଼କ୍ଟର ଦୋଳଗୋବିନ୍ଦ ବିଶୀଙ୍କ ‘କଳାହାଣ୍ଡିର ଲୋକସଙ୍ଗୀତ’, ପ୍ରଫେସର ଆଦିକନ୍ଦ ସାହୁଙ୍କ ‘ଭାଷା ମାନର ପ୍ରମାଣ ହିଁ କେବଳ ସାହିତ୍ୟ’, ନକୁଳ ଚନ୍ଦ୍ର ସାହୁଙ୍କ ‘କବିତା ଓ ପ୍ରେମ: ଏକ ଜିଜ୍ଞାସାର ଚିତ୍ରାୟନ’, ହରିହର ମିଶ୍ରଙ୍କ ‘ଆପଣାପଣର କାୟାନିର୍ମାଣରେ କବି ସୌରୀନ୍ଦ୍ର ବାରିକ, ‘ସବୁଠାରେ ତମେ’ ଏକ ତର୍ଜମା’: ଡ. ତ୍ରିନାଥ ପଟ୍ଟନାୟକଙ୍କ ‘ଶାଶ୍ୱତ ଭାରତର କଥା କବିର ବ୍ୟଥା’, ଡକ୍ଟର ଅନାଦି ଚରଣ ଗାଁଣଙ୍କ ‘ଭାବସମ୍ବୋଗୀ ମନନଶୀଳ ପ୍ରାବନ୍ଧିକ ଚନ୍ଦ୍ରଶେଖର ରଥ’, ସୌଭାଗ୍ୟବନ୍ତ ମହାରଣାଙ୍କ ‘ଲିଖିତ ନିରବତା ଓ କବି ସୂର୍ଯ୍ୟ ମିଶ୍ର’, ନିର୍ମଳା କୁମାରୀ ମହାପାତ୍ରଙ୍କ ‘କବି-କଲମର ପ୍ରଭାତ ଓ ସ୍ରୋତ’, ସ୍ୱପ୍ନା ରାଣୀ ସିଂଙ୍କ ‘ଓଡ଼ିଶାର କୋରା ଆଦିବାସୀ ଏକ ଆଲୋଚନା’, ମହାଶ୍ୱେତା ସାହୁଙ୍କ ‘ଓଡ଼ିଆ କ୍ଷୁଦ୍ରଗଳ୍ପର ଭୂମି ଓ ଭୂମିକା’, ଫିଚର୍ ରେ ରହିଛି ‘ସମାଜ, ଇତିହାସ ଓ ଦର୍ଶନ’ ଏବଂ ‘ପାରମ୍ପରିକ ହିନ୍ଦୁ ସମାଜରେ ନାରୀର ସ୍ଥିତି ଓ ଦେଶର ବିକାଶ’ ଆଦି ରହିଛି ।

ସେହିପରି ଡ. ଜୀବନକୃଷ୍ଣ ମହାପାତ୍ର, ପରେଶ କୁମାର ପଟ୍ଟନାୟକ, ଡା. ଦେବେନ୍ଦ୍ର ନାଥ ମାନସିଂହ, ଅଜୟ ସ୍ୱାଇଁ, ନିବାରଣ ଜେନା, ପ୍ରଭାତ ସିହ୍ନା, ଡା. ରମେଶ ଚନ୍ଦ୍ର ବିଶ୍ୱାଳ, ଅମିୟ ରଞ୍ଜନ ମହାପାତ୍ର, ସନ୍ତୋଷ ସାମଲ, ହେମନ୍ତ ସାହୁ, ଡା. ଗୌରୀଶଙ୍କର ପଣ୍ଡା, ଅଶୋକ ତ୍ରିପାଠୀ, ଡକ୍ଟର ଫକୀର ମୋହନ ନାହାକ, ରଶ୍ମି ମହାପାତ୍ର,ଅନ୍ୟା ଅନୁରୂପା ପ୍ରମୁଖଙ୍କ ମନାେଜ୍ଞ ଗଳ୍ପ ସାଙ୍ଗକୁ ହରପ୍ରସାଦ ଦାସ, ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ସଦାଶିବ ଦାଶ, ଆଶୁତୋଷ ପରିଡ଼ା, ପ୍ରଭାକର ଶତପଥୀ, ଭଗବାନ ମହାପାତ୍ର, କୁଳମଣି ଜେନା, ରବୀନ୍ଦ୍ର ନାଥ ଦାସ, ଡ. ହୁସେନ ରବି ଗାନ୍ଧୀ, ଡ. ସରୋଜିନୀ ଷଡ଼ଙ୍ଗୀ, ହରପ୍ରିୟା ସାହୁ, ଡା. ନୀଳମଣି ପରିଡ଼ା, ପ୍ରମୀଳା ଶତପଥୀ, ହୃଷୀକେଶ ମଲ୍ଲିକ, ରୋହିଣୀକାନ୍ତ ମୁଖାର୍ଜୀ, ପୀତାମ୍ବର ତରାଇ, ରଞ୍ଜନ କୁମାର ଦାସ, ଡା. ଶ୍ରୀହିର ଧଳ, ବାସୁଦେବ ସୁନାନୀ, ମଧୁସୂଦନ ଦାସ, ଶଙ୍କର୍ଷଣ ପରିଡ଼ା, ରୁନୁ ମହାନ୍ତି, ପ୍ରୀତି ରାୟ, ପ୍ରଫେସର ଅଭିନ୍ନ ସାହୁ, ରଞ୍ଜିତା ପଣ୍ଡା, ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ, ବିଷ୍ଣୁ ସେଠୀ, ଡ. ଗାୟତ୍ରୀବାଳା ପଣ୍ଡା, ଶ୍ରୀକାନ୍ତ ଜେନା, ନିରାକାର ଦାସ, ଡଙ୍ଗା ପ୍ରମୋଦ ପ୍ରଧାନ, ଶରତ ଚନ୍ଦ୍ର ନାୟକ, ସୁଶ୍ରୀ ସଙ୍ଗୀତା ଦାସ, ଡା. କୁଳମଣି ଓଝା, କୃଷ୍ଣ ମିଶ୍ର, ସନ୍ତୋଷ କୁମାର ମିଶ୍ର, ସୁଲେଖା ସାମନ୍ତରାୟ, ପୁରୁଷୋତ୍ତମ ମହାପାତ୍ର, ମନୋଜ କୁମାର ପଂଡ଼ା, ଅଶୋକ କୁମାର ସିଂହ, ଡକ୍ଟର କମଳାକୃଷ୍ଣ ତ୍ରିପାଠୀ, ସୁଶାନ୍ତ କୁମାର ନାୟକ, ଅଜିତ ଦାଶ ମହାପାତ୍ର, ଇଂ. ସତ୍ୟବ୍ରତ ରଥ, ନିରଞ୍ଜନ ଜେନା, କିଏ ଜଣେ ଆସିବ ପ୍ରଶାନ୍ତ ମହାନ୍ତି, ଡା. ହରିଶ୍ଚନ୍ଦ୍ର ବେହେରା, ସୁନୀଲ ମିଶ୍ର, ସଞ୍ଜୁକ୍ତା ମହାନ୍ତି, ଡା. ସନ୍ତୋଷ ଦେବତା, ଅଧିକାରୀ ସ୍ୱାଇଁ, ଲକ୍ଷ୍ମୀ ନାରାୟଣ ହୋତା, ଇଂ. ସରୋଜ ମହାପାତ୍ର, କିଶୋର କୁମାର ମହାନ୍ତି, ଧୀରେନ୍‍ ଆଚାର୍ଯ୍ୟ, ରୀତାରାଣୀ ମହାପାତ୍ର, ଡା. ରବିନାରାୟଣ ସେନାପତି, ବିଭୂତି ପାଣିଗ୍ରାହୀ, ଅନିଲ ପୁରୋହିତଙ୍କ ପରି ବହୁ ବରେଣ୍ଯ ଓ ଲୋକପ୍ରିୟ କବିମାନଙ୍କ କବିତା ଏହି ସଂଖ୍ଯାର ଶାେଭା ବର୍ଦ୍ଧନ କରୁଛି ।

ସେହିପରି ଏହି ସଂଖ୍ଯାରେ ଶତ୍ରୃଘ୍ନ ପାଣ୍ଡବଙ୍କ ସହ ସାକ୍ଷାତକାର ଓ ସାମ୍ପ୍ରତିକୀ, ଅନ୍ଯ ଦିଗନ୍ତ, ଆଇନା, ପୁସ୍ତକ ସମୀକ୍ଷା ଓ ବିଶେଷ ଗଳ୍ପ ଓ ଭାଷାତତ୍ତ୍ୱବିତ୍ ପ୍ରଫେସର ସୁନୀତି କୁମାର ଚାଟାର୍ଜୀଙ୍କ ଉପରେ ଏକ ଆଲେଖ୍ଯ ଆଦି ରହିଛି ।

Report an Error