ଅକ୍ଟୋବର - ନଭେମ୍ବର ୨୦୨୩

ପତ୍ରିକାର ଅକ୍ଟୋବର - ନଭେମ୍ବର ୨୦୨୩ ସଂଖ୍ଯାଟିର ପ୍ରଚ୍ଛଦଟି ବେଶ୍ ଆକର୍ଷଣୀୟ ହେବା ସହିତ ଏଥିରେ ସ୍ଥାନିତ ବିଷୟଗୁଡିକ ଅତ୍ଯନ୍ତ ଉପାଦେୟ ।
Digital (PDF)
INR 100.00

ପତ୍ରିକାର ଶାରଦୀୟ ବିଶେଷାଙ୍କ ୨୦୨୩ର ପ୍ରଚ୍ଛଦକୁ ପ୍ରସ୍ତୁତ କରିଛନ୍ତି ରମାକାନ୍ତ ସାମନ୍ତରାୟ । ଓଡ଼ିଆ ସଙ୍ଗୀତର ଶକ୍ତି, ସମ୍ପଦ ଓ ସୌନ୍ଦର୍ଯ୍ୟ: ପଣ୍ଡିତ ବାଳକୃଷ୍ଣ ଦାଶଙ୍କୁ ନେଇ ସୂର୍ଯ୍ୟ ଦେଓଙ୍କର ଏକ ବିଶେଷ ପ୍ରସ୍ତୁତି ରହିଛି । ସେହିପରି ଏହି ସଂଖ୍ଯାରେ ରହିଛି ମହିମାଧର୍ମର ପୁଣ୍ଯପୀଠ ଖଲିଆପଲ୍ଲୀଙ୍କୁ ନେଇ ଏକ ସୁନ୍ଦର ଆଲେଖ୍ଯ ସମେତ ଆହୁରି ଅନେକ ଉଚ୍ଚକୋଟୀର ପ୍ରବନ୍ଧ । ଆମ ସମୟର ଲୋକପ୍ରିୟ କଥାଶିଳ୍ପୀଙ୍କର ଅନେକ ଗଳ୍ପ ସମେତ ନୂଆ ଆଉ ପୁରୁଣା ପିଢିର କବିତା ସହ ଆମ ସମୟର ଚର୍ଚ୍ଚିତ ଗାଳ୍ପିକ ଭୀମ ପୃଷ୍ଟିଙ୍କ ସହ ଏକ ସାକ୍ଷାତକାର । ଆହୁରି ମଧ୍ୟ ଏହି ସଂଖ୍ଯାରେ ସାମ୍ପ୍ରତିକୀ, ଅନୁବାଦ କବିତା, ପୁସ୍ତକ ସମୀକ୍ଷା ଆଦି ରହିଛି ।

Report an Error