ଅକ୍ଟୋବର - ନଭେମ୍ବର ୨୦୨୧

ପତ୍ରିକାର ଶାରଦୀୟ ବିଶେଷାଙ୍କର ପରିପାଟୀଟି ବେଶ୍ ଆକର୍ଷଣୀୟ ହୋଇଛି । ପ୍ରଚ୍ଛଦରେ ରହିଛି ଚିତ୍ରଶିଳ୍ପୀ ଶଶୀକାନ୍ତ ରାଉତଙ୍କ ନିଖୁଣତା ।
Digital (PDF)
INR 50.00

ଏହି ସଂଖ୍ଯାରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ସ୍ମୃତିଚାରଣ କରିଛନ୍ତି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ । ତରୁଣକାନ୍ତି ମିଶ୍ର, ଅଧ୍ୟାପକ ବିଶ୍ୱରଞ୍ଜନ, ଡ. ଜୀବନ କୃଷ୍ଣ ମହାପାତ୍ର, ସଦାନନ୍ଦ ତ୍ରିପାଠୀ, ପରେଶ କୁମାର ପଟ୍ଟନାୟକ, ପ୍ରଭାତ ସିହ୍ନା, ବିପିନ ବିହାରୀ ମିଶ୍ର, ହେମନ୍ତ ଘୋଷାଲ, ଜଗନ୍ନାଥ ଦାଶ, ଭାନୁମତୀ ସାହୁ, ବ୍ରହ୍ମାନନ୍ଦ ବେହେରା, ରାଜୀବ ଗୋପାଳ ସ୍ୱାଇଁ, ଡ଼. ସଚ୍ଚିଦାନନ୍ଦ କର, ପ୍ରଣତି ପଟ୍ଟନାୟକ, ଲିପ୍‌ସା ପଟେଲ, ଚନ୍ଦ୍ରକଳା ଚମ୍ପତି, ରାମଚନ୍ଦ୍ର ମହାନ୍ତଙ୍କ ଗଳ୍ପ ରହିଥିବାବେଳେ ଏହି ସଂଖ୍ଯାରେ କ୍ଷମା ଶର୍ମାଙ୍କ ଏକ ଗଳ୍ପରୁ ଅନୁବାଦ କରିଛନ୍ତି ସବିତା ମିଶ୍ର । ସେହିପରି ଡ. ଅର୍ଚ୍ଚନା ନାୟକ ଓ ହୃଷୀକେଶ ପଣ୍ଡାଙ୍କ ସ୍ମୃତିଲେଖ ସହ ଅନେକ ପ୍ରବୀଣ ଓ ନବାଗତମାନଙ୍କ କବିତାମାନ ଏହି ସଂଖ୍ଯାକୁ ଆହୁରି ସମୃଦ୍ଧ କରିଛି । ଏହା ସହିତ ଏହି ସଂଖ୍ଯାରେ ରହିଛି ସବୁଥର ପରି ପ୍ରବନ୍ଧ, ଫିଚର, ଉପନ୍ଯାସ, ଗୀତିକବିତା, ସମୀକ୍ଷା ପରି ଆହୁରି କିଛି ।

Report an Error