ଅକ୍ଟୋବର - ନଭେମ୍ବର ୨୦୦୯

ପତ୍ରିକାର ଅକ୍ଟୋବର - ନଭେମ୍ବର ୨୦୦୯ ସଂଖ୍ଯା ତଥା ଶାରଦୀୟ ବିଶେଷାଙ୍କର ବିଭାଗୀକରଣ ଓ ବିଷୟ ପ୍ରବେଶ ଅତି ଚମତ୍କାର ।
Digital (PDF)
INR 50.00

ପତ୍ରିକାର ୨୦୦୯ ପୂଜା ବିଶେଷାଙ୍କରେ ରହିଛି ଲାେକପ୍ରିୟ କବି ଜୟନ୍ତ ମହାପାତ୍ରଙ୍କ ସହ ଏକ ସାକ୍ଷାତକାର । ସୀତାକାନ୍ତ ମହାପାତ୍ର, ହରପ୍ରସାଦ ଦାସ, ହରପ୍ରସାଦ ପରିଚ୍ଛା ପଟ୍ଟନାୟକ, ହରିହର ମିଶ୍ର, ଫନୀ ମହାନ୍ତି, କୁମାର ହସନ୍, ଅମରେନ୍ଦ୍ର ଖଟୁଆ, ଅମରେଶ ପଟ୍ଟନାୟକଙ୍କ ପରି ଅନେକ ଲୋକପ୍ରିୟ ଓଡିଆ କବିଙ୍କ କବିତା ରହିଥିବାବେଳେ ପରେଶ ପଟ୍ଟନାୟକଙ୍କ ସହ ଏକ ସୃଜନୀ ଆଳାପ ସ୍ଥାନିତ ହାେଇଛି । ଆହୁରି ମଧ୍ୟ ଏହି ସଂଖ୍ଯାରେ ବିଭୂତି ପଟ୍ଟନାୟକଙ୍କ ଜଗନ୍ନାଥ, ଜଗତୀକରଣ ଓ ଓଡିଆ ସଂସ୍କୃତି, ଡକ୍ଟର ବିବୁଧ ରଂଜନଙ୍କ ରହସ୍ଯମୟ ଏ ଶରୀର ପରି ଅନେକ ଆକର୍ଷଣୀୟ ପ୍ରବନ୍ଧ, ଅର୍ଥନୀତି, ଜଣା ଅଜଣା, ଅର୍ଥନୀତି, ସମୀକ୍ଷା, ଗଳ୍ପ, ଅନୁବାଦ ଗଳ୍ପ, ସାମ୍ପ୍ରତିକୀ, ସ୍ମୃତି କଥା ଆଦି ସ୍ଥାନ ପାଇଛି ।

Report an Error