ଅକ୍ଚାେବର - ଡିସେମ୍ବର ୨୦୨୪

ପତ୍ରିକାର ଅକ୍ଚାେବର - ଡିସେମ୍ବର ସଂଖ୍ଯାଟି ପୂଜା ବିଶୋଷାଙ୍କ ରୂପେ ପ୍ରକାଶିତ ହାେଇଛି । ସାମ୍ପ୍ରତିକ ସ୍ଥିତିରେ ଆମକୁ କିପରି ଉଭୟ ଆଭାସୀ ଓ ବାସ୍ତବ ଜଗତରେ ରହିବାକୁ ହେବ, ସେନେଇ ସମ୍ପାଦକଙ୍କ ଏକ ସୁନ୍ଦର ବାର୍ତ୍ତା ରହିଛି ଏଥରର ସମ୍ପାଦକୀୟରେ ।
Digital (PDF)
INR 120.00

ପତ୍ରିକାର ଏହି ସଂଖ୍ଯାରେ ରହିଛି - ଛାଇ ଆଲୁଅର ଖେଳ କିଶୋରୀ ଚରଣଙ୍କ କଥା ବଳୟ, କବିବର ରାଧାନାଥଙ୍କ ଦୁଷ୍ପ୍ରାପ୍ୟ ବଙ୍ଗଳା ରଚନା, ଅନନ୍ୟ ଗଦ୍ୟସ୍ରଷ୍ଟା ସଚ୍ଚି ରାଉତରାୟ, ରାବଣର ସ୍ୱର୍ଣ୍ଣମୃଗ, ଭାରତୀୟ ମାନସିକତାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଦେଶରେ ବାଲୁକାକଳା ଓ କବି ବଳରାମ ଦାସ, ଲୋକନୃତ୍ୟ ଛଉ: ଏକ ଅନ୍ତର୍ଦୃଷ୍ଟି, ପାଇକ ଖୋଜୁଛି ଅସ୍ମିତା, ଭାନୁମତୀ ପେଡ଼ି ପରି ଅତ୍ୟନ୍ତ ମନୋଜ୍ଞ ପ୍ରବନ୍ଧ ଓ ଏହା ସହିତ ରହିଛି କବିତା, ଗପ, ଅନୁବାଦ ଗପ, ଭ୍ରମଣ ଅନୁଭୂତି, ଆତ୍ମକଥା ଓ ଉପନ୍ୟାସ |

Report an Error