ଅକ୍ଟୋବର - ଡିସେମ୍ବର ୨୦୨୦

ପତ୍ରିକାର ଶାରଦୀୟ ବିଶେଷାଙ୍କ ୨୦୨୦ରେ ଭରି ରହିଛି ପୂଜାର ମହକ । ଏହାର ସମ୍ପାଦକୀୟରେ ରହିଛି କରାେନାକାଳୀନ ଚିନ୍ତନ ଓ ଦର୍ଶନ ।
Digital (PDF)
INR 50.00

ପତ୍ରିକାର ଶାରଦୀୟ ବିଶେଷାଙ୍କ ୨୦୨୦ରେ ରହିଛି ଆମ ସମୟର ଲୋକପ୍ରିୟ କଥାକାର ଓ କବିମାନଙ୍କର କବିତା, ଗଳ୍ପ ଓ ପ୍ରବନ୍ଧ । ଏହି କ୍ରମରେ ପ୍ରଫେସର ଆଦିକନ୍ଦ ସାହୁ, ନକୁଳ ଚନ୍ଦ୍ର ସାହୁ, ଡ. ମଣୀନ୍ଦ୍ର କୁମାର ମେହେର, ଡ. ଗଣେଷ ପ୍ରସାଦ ସାହୁ, କୃଷ୍ଣ ବଳ, ଜ୍ଞାନୀ ଦେବାଶିଷ ମିଶ୍ର ଓ ଡ. ସ୍ୱପ୍ନାରାଣୀ ସିଂଙ୍କ ପ୍ରବନ୍ଧ ରହିଥିବାବେଳେ କବିତାରେ ହରପ୍ରସାଦ ଦାସ, ଅମରେଶ ପଟ୍ଟନାୟକ, ହରିହର ମିଶ୍ର, ଗଜାନନ ମିଶ୍ର, ହୃଷୀକେଶ ମଲ୍ଲିକ, ରାମକୃଷ୍ଣ, ପୀତାମ୍ବର ତରାଇ, ଗାୟତ୍ରୀବାଳା ପଣ୍ତା, ବାସୁଦେବ ସୁନାନୀ, ଶଙ୍କର୍ଷଣ ପରିଡା, ଡ. ଫଣୀନ୍ଦ୍ର ଭୂଷଣ ନନ୍ଦଙ୍କ ସମେତ ବହୁ ଲୋକପ୍ରିୟ କବିଙ୍କ କବିତା ସବୁ ରହିଛି । ସେହିପରି ଏହି ସଂଖ୍ଯାରେ ପ୍ରଫେସର ବସନ୍ତ ପଣ୍ଡାଙ୍କ ସହ ଏକ ସାକ୍ଷାତକାର, ରମ୍ଯ ଉପନ୍ଯାସିକା, ଗଳ୍ପ, ଭିନ୍ନ ସ୍ବାଦର ଗଳ୍ପ, ଅନୁବାଦ ଗଳ୍ପ, ପର୍ଯ୍ଯଟନ, ବିଶେଷ କବିତା, ଆଲାେଚନା ଓ ପୁସ୍ତକ ସମୀକ୍ଷା ଆଦି ସ୍ଥାନିତ ହାେଇଛି ।

Report an Error