ଅକ୍ଟୋବର - ଡିସେମ୍ବର ୨୦୧୩

ପତ୍ରିକାର ଅକ୍ଟୋବର - ଡିସେମ୍ବର ୨୦୧୩ ସଂଖ୍ଯା ତଥା ଶାରଦୀୟ ବିଶେଷାଙ୍କର ପ୍ରଚ୍ଛଦରେ ରହିଛି ଅସୀମ ବସୁଙ୍କ ସୃଜନ । ଏହି ସଂଖ୍ଯାର ବିଭାଗୀକରଣ ଓ ବିଷୟ ପ୍ରବେଶ ମଧ୍ଯ ଅତ୍ଯନ୍ତ ଚମତ୍କାର ।
Digital (PDF)
INR 50.00

ପତ୍ରିକାର ପୂଜା ବିଶେଷାଙ୍କରେ ରହିଛି ସୁପ୍ରିୟା ପାଲଙ୍କ ଉପନ୍ଯାସ “ଗୋଧୂଳିର ନକ୍ଷତ୍ର ।” ଉଚ୍ଚକୋଟୀର ପ୍ରବନ୍ଧ, ମନାେଜ୍ଞ ଗଳ୍ପ, କବିତା ସାଙ୍ଗକୁ ଏହି ସଂଖ୍ଯାରେ ରହିଛି ଅସୀମ ଓଡ଼ିଶା ଶୀର୍ଷକ ଏକ ସ୍ବତନ୍ତ୍ର ପ୍ରସ୍ତୁତି । ଏଥିରେ ଓଡ଼ିଶା ବାହାରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚିତି ଦେଇଥିବା ସଫଳ ଓଡ଼ିଆଙ୍କ କାହାଣୀକୁ ବର୍ଣ୍ଣନା କରାଯାଇଛି । ଏହା ସହିତ ଏହି ସଂଖ୍ଯାରେ ରହିଛି ଗୀତର ଯାଦୁକର କଥାଚିତ୍ର କାରୀଗର ବୃନ୍ଦାବନ ଜେନାଙ୍କ ସହ ଏକ ସାକ୍ଷାତକାର ସହ ଆହୁରି ଅନେକ କିଛି ।

Report an Error