ଅକ୍ଟୋବର - ଡିସେମ୍ବର ୨୦୦୨

ପତ୍ରିକାର ଅକ୍ଟୋବର - ଡିସେମ୍ବର ୨୦୦୨ ସଂଖ୍ଯାରେ ରହିଛି ଆମ ସମୟର ବହୁ ଲୋକପ୍ରିୟ ସାହିତ୍ଯିକଙ୍କ ଅନନ୍ଯ ସୃଷ୍ଟି ସର୍ଜନା, ଯାହା ପତ୍ରିକାର ପାର୍ବଣ ସଂଖ୍ଯାକୁ ବେଶ୍ ରୁଦ୍ଧିମନ୍ତ କରିଛି ।
Digital (PDF)
INR 50.00

ଶାରଦୀୟ ସଂଖ୍ଯାର ବିଶେଷ ପ୍ରସଙ୍ଗ - ମୋ ଉପନ୍ଯାସରେ ନାରୀ ପ୍ରସଙ୍ଗରେ ବିଭୂତି ପଟ୍ଟନାୟକଙ୍କ 'ଶ୍ରାବଣୀ, ନିରୂପମା, ମୀନୀ ମଲ୍ଲିକ ଏବଂ ଅନ୍ଯମାନେ ରହିଛି, ଯାହା ପାଠକୀୟ ଉତ୍କଣ୍ଠାକୁ ଉଚ୍ଚାଟିତ କରିବ । ସେହିପରି ଡ. ସୀତାକାନ୍ତ ମହାପାତ୍ର, ହରପ୍ରସାଦ ଦାସ, ଶରତ ପୂଜାରୀ, ଅସୀମ ବସୁ, ପ୍ରସନ୍ନ ହାେତା, ଡ. ପ୍ରସନ୍ନ ପାଟ୍ଟଶାଣୀ, ବ୍ରଜ ଭାଇ, ଡ. ଅଚ୍ଯୁତାନନ୍ଦ ସାମନ୍ତଙ୍କ ସହ ଏକ ବିଶେଷ ପ୍ରସଙ୍ଗ - 'ଓଃ କି ଭୀଷଣ ସମୟ, ଓଃ କି ଭୟଙ୍କର ଜୀବନ'କୁ ନେଇ ଆଳାପ ରହିଛି ।

ଆମ ସମୟର ସୁପ୍ରତିଷ୍ଠିତା ଲେଖିକା ପ୍ରତିଭା ରାୟଙ୍କ ଧାରାବାହିକ ଉପନ୍ଯାସ 'ବରକନିଆଁ ଦଣ୍ଡା', ପ୍ରତିଭା ଶତପଥୀଙ୍କ ଧାରାବାହିକୀ ଆତ୍ମଜୀବନୀ 'ସ୍ବପ୍ନ ଓ ସଂଭାବନା' ପାଠକଙ୍କୁ ବେଶ୍ ଆକର୍ଷିତ କରିବ ।

ଏହି ସଂଖ୍ଯାରେ ଆମ ସମୟର ବହୁ ବିଶିଷ୍ଟ କବି ଓ ଲେଖକମାନଙ୍କ ଗପ କବିତା ରହିଛି । ଏହି କ୍ରମରେ ରମାକାନ୍ତ ରଥ, ହରିହର ମିଶ୍ର, ନୀଳାଦ୍ରିଭୂଷଣ ହରିଚନ୍ଦନ, ହରପ୍ରସାଦ ଦାସ, ପ୍ରମୋଦ କୁମାର ମହାନ୍ତି, ଅମରେଶ ପଟ୍ଟନାୟକ, ଆଶୁତୋଷ ପରିଡ଼ା, ମନାେରମା ବିଶ୍ବାସ ମହାପାତ୍ର, କୈଳାସ ଲେଙ୍କା, ଡ. ସରାେଜିନୀ ଷଡଙ୍ଗୀ, ଅମରେନ୍ଦ୍ର ଖଟୁଆ, ମନମୋହନ ଦାଶ, ରବୀନ୍ଦ୍ରନାଥ ଦାସ, ଭଗବାନ ମହାପାତ୍ର, ଭାଗୀରଥୀ ମିଶ୍ର, ଅବନୀ ପ୍ରଧାନ, ଡ. ଚିତ୍ତରଂଜନ ମିଶ୍ର, ଅଭୟ ନାୟକ, ଅଜୟ ପ୍ରଧାନ, ମନାେଜ କୁମାର ମେହେର, କେ. ଶ୍ଯାମବାବୁ ଦୋରା, ସନାତନ ବେହେରା, ନିରଞ୍ଜନ ଜେନା, ଆଦ୍ଯାଶା ଦାସ, ଅଶ୍ବିନୀ କୁମାର ମିଶ୍ର, ଭାରତ ମାଝୀ, ଶ୍ରୀନିବାସ ଉଦଗାତା, ରକ୍ଷକ ନାୟକ, ସଂଗ୍ରାମ ମିଶ୍ର, ଦୁର୍ଗାଚରଣ ଷଡଙ୍ଗୀ, ଗୌରାଙ୍ଗ ଚନ୍ଦ୍ର ଦାଶ, ସୁରେନ୍ଦ୍ର କୁମାର ଖୁଣ୍ଟିଆ, ଗୌତମ ଜେନା, ରଜନୀ ରଣସିଂହ, ଦିଲୀପ କୁମାର ସ୍ବାଇଁ, ନିବେଦିତା ମିଶ୍ରଗୁରୁ, ବିରଜା ବଳ, ଗାୟତ୍ରୀ ଆର୍ଯ୍ଯଙ୍କ କବିତା ରହିଥିବାବେଳେ ପ୍ରଦୀପ୍ତ କୁମାର ମିଶ୍ର, ସତ୍ଯପ୍ରିୟ ମହାଳିକ, ପ୍ରଶାନ୍ତ ମହାନ୍ତି, ଅଜୟ ସ୍ବାଇଁ, ଡ. ଯଶୋବନ୍ତ ସାମଲ, ଶାନ୍ତନୁ କୁମାର ଦାଶ, ପ୍ରକାଶ କୁମାର ପରିଡା, ନିତ୍ଯାନନ୍ଦ ପଣ୍ଡା, ସୁପ୍ରିୟା ପଣ୍ତା, ସୁବ୍ରତ କୁମାର ପଟ୍ଟନାୟକ, ସୁପ୍ରିୟା ପାଲ୍, ଆଦିତେଶ୍ବର ମିଶ୍ର, ଅର୍ଚ୍ଚନା ନାୟକ, ପ୍ରଫେସର ଆଦିକନ୍ଦ ସାହୁ, ରବି ସ୍ବାଇଁ, ଡକ୍ଟର ସଂଜୟ କର, ସୁନୀତି ଦେବୀ, ସତ୍ଯ ନାଗ୍, ଅଂଜଳି ଦାଶଙ୍କ ଗଳ୍ପ ଆଦି ରହିଛି । ପାଠକୀୟ ତୃଷ୍ଣା ମେଣ୍ଟାଇବା ପାଇଁ ଏହି ସଂଖ୍ଯାରେ ଆଇନା, ଧାରାବାହିକ ଭ୍ରମଣ, ଉପନ୍ଯାସ, ଅନ୍ଯଦିଗନ୍ତ ସମେତ ଆହୁରି ଅନେକ କିଛି ରହିଛି ।

Report an Error