
ଅକ୍ଟୋବର - ନଭେମ୍ବର ୧୯୯୬
ପାର୍ବଣର ଏହି ସଂଖ୍ୟାରେ ସନ୍ତୋଷ ସାମଲ, ଦ୍ବିତୀକୃଷ୍ଣ ପଣ୍ଡା, ପ୍ରଶାନ୍ତ ମହାନ୍ତି, ଭୀମ ପୃଷ୍ଟି, ରାମଚନ୍ଦ୍ର ସାହୁ, ତପନ ମହାପାତ୍ର, ରଜନୀକାନ୍ତ ମହାନ୍ତି, ଡ଼ଃ ଅର୍ଚନା ନାୟକ, ଦାଶ ବେନହୁର ପ୍ରମୁଖଙ୍କ ଗଳ୍ପମାନ ରହିଛି । ସେହିପରି ହିରଣ୍ୟମୟୀ ମିଶ୍ର ଓ ହରପ୍ରସନ୍ନ ଦାସଙ୍କର ମିନି ଗଳ୍ପ, ସୁବାଷ ଚନ୍ଦ୍ର ମିଶ୍ର, ଡ଼ଃ ସଂଘମିତ୍ରା ମିଶ୍ର, ଡ଼ଃ ବିଷ୍ନୁପ୍ରିୟ ଓତା, ଡ଼ଃ. ଚିତ୍ତରଞ୍ଜନ ମିଶ୍ର, ସୁଧା ଦାଶଙ୍କ ସମାଲୋଚନା ରହିଥିବାବେଳେ ବ୍ୟକ୍ତିତ୍ୱରେ ମୋ ସ୍ମୃତି ରେ ସଂଗ୍ରାମୀ ପ୍ରାଣନାଥ, ରମ୍ୟରଚନାରେ ଗଣେଶ୍ୱର ଜେନା, ବିଜ୍ଞାନ - ଗରିବ ରାଷ୍ଟ୍ରରେ ପ୍ରଦୂଷଣ - ସହଦେଵ ସାହୁ , ଆମେରିକା ଅନୁଭୂତି - ଗୌରହରି ଦାସ, ଅନ୍ୟ ଦିଗନ୍ତ ଆଦି ରହିଛି । ସେହିପରି ପୂଜା ସଂଖ୍ଯାର ଡାକ୍ତର ଦେବେନ୍ଦ୍ର ମାନସିଂହଙ୍କ ବିଶେଷ ଗଳ୍ପ ଏହି ସଂଖ୍ଯାଟିକୁ ବେଶ୍ ରୁଦ୍ଧିମନ୍ତ କରିଛି । ଏହି ସଂଖ୍ଯାର କବିତାରେ ସୌରୀନ୍ଦ୍ର ବାରିକ, ହରପ୍ରସାଦ ଦାସ, କଳ୍ପାନ୍ତ, ଡ଼ଃ ପ୍ରସନ୍ନ କୁମାର ମିଶ୍ର, ବ୍ରହ୍ମା ନନ୍ଦ ଦାସ, ସତ୍ୟ ନାରାୟଣ ନନ୍ଦ ,ଉମାଶଙ୍କର ପଣ୍ଡା, ପ୍ରଫୁଲ୍ଲ ତ୍ରିପାଠୀ, ଡ଼ ବନବିହାରୀ ପଣ୍ଡା, ଫନି ମହାନ୍ତି, ମନୋରମ ବିଶ୍ୱାଳ ମହାପାତ୍ର, ଭଗବାନ ଜୟସିଂ, ନୀଳମଣି ପରିଡା, ରବି ନାରାୟଣ ସେନାପତି, ସମରେନ୍ଦ୍ର ନାୟକ, ହୃଷିକେଶ ମଲ୍ଲିକ, ପ୍ରଭାକର ଶତପଥି, ସଦାଶିବ ଦାସ, ନୀଳାଦ୍ରି ଭୂଷଣ ହରିଚନ୍ଦନ, କୃପାସାଗର ସାହୁ, ରୋହିଣିକାନ୍ତ ମୁଖାର୍ଜୀ, ଚନ୍ଦ୍ରଶେଖର ଦାସବର୍ମା, ଶୁଭେନ୍ଦୁ ମୁଣ୍ଡୁ, ତପନ ପଟ୍ଟନାୟକ, ଶଂକରଲାଲ ପୁରୋହିତ, ସେନାପତି ପ୍ରଦ୍ୟୁମ୍ନ କେଶରୀ, ତିର୍ଥନନ୍ଦ ମିଶ୍ର, କୃଷ୍ଣ ମିଶ୍ର, ଅଖିଳ ନାୟକ, ଅବନୀ ପ୍ରଧାନ, ପ୍ରସନ୍ନ ମହାନ୍ତି, ଅପର୍ଣ୍ଣା ମହାନ୍ତି, ଶ୍ରୀହରି ଧଳ, ରକ୍ଷକ ନାୟକ, ପୂର୍ଣ ମହାରଣା, ଦିଲ୍ଲୀପ ଶ୍ରୀଚନ୍ଦନ, କୁମାର ହାସନ, ମନମୋହନ ଦାସ, ମନୁଆ ଦାସ, ଶିଶିର ନାୟକ, ମନୋଜ ମେହେର, ଅଜୟ ପ୍ରଧାନ, ସୁଧୀର ମଉଡମଣି, ଦୁର୍ଗା ଚରଣ ଷଡ଼ଙ୍ଗୀ, ରାଜକିଶୋର ଦାସ ଇତ୍ୟାଦିଙ୍କ କବିତା ମାନ ରହିଥିବାବେଳେ ରଜତ ମହାପାତ୍ରଙ୍କ ଉପନ୍ଯାସ ଆଦି ରହିଛି । ବିଦେଶୀ କବିତା ହିମାଂଶୁ ପଟ୍ଟନାୟକ ସ୍ୱତନ୍ତ୍ର କବିତା -ଅକ୍ଷୟ ବେହେରା ,ନିରଞ୍ଜନ ପାଢ଼ୀ, ନାମିତ ପଟ୍ଟନାୟିକ ସ୍ମୃତି ଅନୁଭୂତି -ବନ୍ଦ ଦେଶରେ ---ରମେଶ ପ୍ରସାଦ ମହାନ୍ତି , ସମୀକ୍ଷା -ସୁକୁବିନା ର ଆଲବମ-ବ୍ରଜ ଗୋପାଳ ମହାନ୍ତି ଆଇନା --ସଂଗ୍ରାମ ମିଶ୍ର ଙ୍କ କବିତା -ସୁକାନ୍ତି ମହାପାତ୍ର ଶେଷ କବିତା -ଏଇଠୁ ଆରମ୍ଭ -ଡ଼ଃ ପ୍ରସନ୍ନ ପାଟଶାଣୀ,