
ଅକ୍ଟୋବର - ଡିସେମ୍ବର ୧୯୯୭
ଏହି ସଂଖ୍ଯାର ପ୍ରବନ୍ଧ ବିଭାଗରେ ଡ. କାର୍ତ୍ତିକ ଦାସ, ସୁବାଷ ଚନ୍ଦ୍ର ମିଶ୍ର, ଡ଼ଃ ସଂଘମିତ୍ରା ମିଶ୍ର, ଡ଼ଃ ଅଶୋକ କୁମାର ତ୍ରିପାଠୀ, ଫଣୀନ୍ଦ୍ର ଭୂଷଣ ନନ୍ଦ, ଡ଼ଃ ମିନାକ୍ଷୀ ଦାସ ଦେଵେଶ ଚକ୍ରବର୍ତ୍ତୀ ଓ ଦିଲ୍ଲୀପ କୁମାର ସ୍ୱାଇଁଙ୍କ ଆଲେଖ୍ଯମାନ ରହିଛି । ସେହିପରି ହୃଷିକେଶ ପଣ୍ଡା, ବିପିନ ବିହାରୀ ମିଶ୍ର, ଡ଼ ଅର୍ଚନା ନାୟକ, ପବିତ୍ର ପାଣିଗ୍ରାହୀ, ଅଜୟ ସ୍ୱାଇଁ, ପ୍ରଶାନ୍ତ ମହାନ୍ତି, ବିଜୟ ପ୍ରଧାନ, ଗଣେଶ୍ୱର ଜେନା, ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନ, ସନ୍ତୋଷ ସାମଲ, ସୁପ୍ରିୟା ପାଲ, ସୁଷମା ମିଶ୍ର, ସନ୍ଧ୍ୟା ମହାନ୍ତି, ଶ୍ରୀମତୀ ଗୋଲାପ ମଞ୍ଜରୀ କର, କିଶୋର ସାହୁ ଆକାଶ, ପ୍ରଦୋଷ ମିଶ୍ରଙ୍କ ଗଳ୍ପ ରହିଥିବାବେଳେ ଶେଷ ଗଳ୍ପରେ ଡା ଦେବେନ୍ଦ୍ର ନାଥ ମାନସିଂହଙ୍କ ଭୂସ୍ୱର୍ଗ ରୁ ନର୍କର ପଥେ ରହିଛି ।
ସ୍ମୃତି ଓ ଅନୁଭୂତିରେ -ରମେଶ ମହାନ୍ତିଙ୍କ ବଣ୍ଡା ଦେଶରେ ଗବେଷଣା ସହିତ ଆମ ସମୟର ବହୁ ବିଶିଷ୍ଟ କବିମାନଙ୍କ କବିତା ଏହି ସଂଖ୍ଯାକୁ ବେଶ୍ ରୁଦ୍ଧିମନ୍ତ କରିଛି । ଏହି କ୍ରମରେ ସଚ୍ଚିଦାନନ୍ଦ ରାଉତରାୟ, ରାଜେନ୍ଦ୍ର କିଶୋର ପଣ୍ଡା, ଉମାଶଙ୍କର ପଣ୍ଡା, ନୃସିଂହ ପ୍ରସାଦ ତ୍ରିପାଠୀ, ହରିହର ମିଶ୍ର, ନୀଳାଦ୍ରି ଭୂଷଣ ହରିଚନ୍ଦନ, ରବୀନ୍ଦ୍ର କୁମାର ପାଢ଼ୀ, ଡ଼କ୍ଟର ବନବିହାରୀ ପଣ୍ଡା, ରୋହିଣୀ କାନ୍ତ ମୁଖାର୍ଜୀ, ଫନି ମହାନ୍ତି, ଶ୍ରୀ ବ୍ରଜନାଥ ରଥ, ବ୍ରହ୍ମା ନନ୍ଦ ଦାସ, ଦିଲ୍ଲୀପ ଦାସ, ପ୍ରଭାକର ଶତପଥି, ଭଗବାନ ଜୟସିଂ, ଆଶୁତୋଷ ପରିଡା, ଡ଼ଃ ଶଙ୍କର ଲାଲ ପୁରୋହିତ, ଡାକ୍ତର ସରୋଜିନୀ ଷଡ଼ଙ୍ଗୀ, କୁମାର ହାସନ, ଶୁଭେନ୍ଦୁ ମୁଣ୍ଡୁ, ରବିନାରାୟଣ ସେନାପତି, ଅଶ୍ୱନୀ କୁମାର ମିଶ୍ର, ହୃଷିକେଶ ମଲ୍ଲିକ, ସୁନୀଲ କୁମାର ପୃଷ୍ଟି, କୁଳମଣି ଜେନା, କୃଷ୍ଣ ମିଶ୍ର, ଶତ୍ରୁଘ୍ନ ପାଣ୍ଡଵ, ଅବନୀ ପ୍ରଧାନ, ଅପର୍ଣ୍ଣା ମହାନ୍ତି, ପୁରୁଷୋତ୍ତମ ମହାପାତ୍ର, ତିର୍ଥନନ୍ଦ ମିଶ୍ର, ସଂଗ୍ରାମ ମିଶ୍ର, ଡ଼ଃ ପ୍ରସନ୍ନ କୁମାର ମହାନ୍ତି, ମଧୁସୂଦନ ସାହୁ, ଅଜୟ ପ୍ରଧାନ, ସୁଚେତା ମିଶ୍ର, ଶ୍ରୀହରି ଧଳ, ଚିନ୍ମୟ ବିବେକ, ରାମଚନ୍ଦ୍ର ଦାଶ, ସୁରେଶ ସାଗର, ରକ୍ଷକ ନାୟକ, ମନୋଜ ମେହେର, ସ୍ୱାମୀ ଅରୂପାନନ୍ଦ, ପ୍ରଭଞ୍ଜନ ମିଶ୍ର, କମଳାକାନ୍ତ କଳ୍ପାନ୍ତ, ଦୁର୍ଗା ଚରଣ ଷଡ଼ଙ୍ଗୀ, ପ୍ରତିଭା ମହାରଥୀ ନନ୍ଦ କିଶୋର ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ମହାରଣା ଓ ପ୍ରସନ୍ନ ପାଟ୍ଟଶାଣୀଙ୍କ କବିତା ଏଇଠୁ ଆରମ୍ଭ ଆଦି ରହିଛି ।
ଆହୁରି ମଧ୍ୟ ଏହି ସଂଖ୍ଯାରେ ନିରଞ୍ଜନ ଜେନାଙ୍କ ଝରକା - ପ୍ରତିବେଶର ଖୋଲା ଝରକାରେ ଓଡ଼ିଆ ସାହିତ୍ୟ, ସହଦେଵ ସାହୁଙ୍କ ହିନ୍ଦୁ ଧର୍ମର ରାଜନୈତିକ ଭବିଷ୍ୟତ, ଅନ୍ଯଦିଗନ୍ତରେ ଡ଼ଃ ଶକୁନ୍ତଳା ବଳିୟାର ସିଂହ, ଗୌରହରି ଦାସ ଓ ଅମିତାଭ ଦାସଙ୍କ ଅନୁବାଦମାନ ରହିଛି । ବିଚିତ୍ର ପ୍ରସଙ୍ଗ - ପୃଥିବୀର ଚାରିଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ – ରମ୍ୟରଚନା ରଚନା କରିଛନ୍ତି ଗନ୍ତାୟତ ଶିବ ପ୍ରସାଦ | ପ୍ରତିଭା ଶତପଥୀଙ୍କ ଆତ୍ମଜୀବନୀ ସମେତ ଏହି ସଂଖ୍ଯାର ସାକ୍ଷାତକାରରେ ସନ୍ତୋଷ ସିଂ ସାଲୁଜା, ଅରୂପାନନ୍ଦ, ଦୁର୍ଗା ଚରଣ ନାୟକଙ୍କ ସହିତ ରହିଛି ।