ନୂଆଦିଲ୍ଲୀର କଳାମଠ

‘ନୂଆଦିଲ୍ଲୀର କଳାମଠ’ ଦିନନାଥଙ୍କ ସଂଘର୍ଷମୟ ଓ ସତ୍ଯଶୀଳ ଯାତ୍ରାର ଅନୁପମ ବର୍ଣ୍ଣିଳ ଆଲେଖ୍ଯ ।
ଦିନନାଥ ପାଠୀ
Digital (PDF)
INR 100.00

ଦିନନାଥ ପାଠୀ, ସେ ଥିଲେ ଏକାଧାରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ, ସାହିତ୍ୟିକ, ଗବେଷକ, ଅଧ୍ୟାପକ, ସଂଗଠକ, ସମ୍ପାଦକ, କଳା ଐତିହାସିକ l ଦେଶ ବିଦେଶରେ ଓଡ଼ିଶାର କଳା ସଂସ୍କୃତିକୁ ପହଞ୍ଚାଇବା କ୍ଷେତ୍ରରେ ଦିନନାଥଙ୍କର ଥିଲା ବହୁମୁଖୀ ଭୂମିକା । ତାଙ୍କର ଚିତ୍ର ଓ ସାହିତ୍ୟର ଆଧାର ମୁଖ୍ୟତଃ ସାମାଜିକ ଓ ଐତିହାସିକ ।

‘ନୂଆଦିଲ୍ଲୀର କଳାମଠ’ - ତାଙ୍କ କର୍ମମୟ ଜୀବନର ଅନେକାନେକ କଟୁତିକ୍ତକଷାୟମଧୁର ଅନୁଭୂତି ଉପରେ ଆଧାରିତ । ସ୍ଥାନ, କାଳ ଓ ପାତ୍ରଙ୍କୁ ନେଇ ତାଙ୍କର ବର୍ଣ୍ଣନ, ବିବରଣ, ବ୍ଯାଖ୍ଯାନ, ବକ୍ତବ୍ଯ ଓ ବିଚାର ଯେତିକି ଅନ୍ତରଙ୍ଗ, ଅଭିଜ୍ଞତା, ଅନୁରାଗ ଓ ଅନ୍ତର୍ଦୃଷ୍ଟିରେ ସେତିକି ସମୁଜ୍ଜ୍ବଳ ।

Report an Error