ନଈ ତୁଠ

କବି ଶଶାଂକ ଚୂଡ଼ାମଣିଙ୍କ ‘ନଈ ତୁଠ’ - ବିଗତ ସମୟର ଏକ ଦସ୍ତାବିଜ୍ । ଓଡ଼ିଆ କାବ୍ଯଧାରାର ଏକ ନୂତନ ଅନୁଭବ; ଏକ ମୌଳିକ ଉପସ୍ଥାପନ ।
ଶଶାଂକ ଚୂଡ଼ାମଣି
Digital (PDF)
INR 100.00

ତିନି ଦଶନ୍ଧି ଧରି ପତ୍ରିକା ସମ୍ପାଦନା କରିଆସୁଥିବା ଶଶାଂକ ଚୂଡ଼ାମଣି ସାହିତ୍ଯ ସଂଗଠନ ମାଧ୍ୟମରେ ଭାଷା ସାହିତ୍ଯକୁ ଗାଁଗହଳିର ଲୋକମାନଙ୍କ ପାଖରେ ପହଞ୍ଚାଇବାର ଉଦ୍ଯମ ମଧ୍ୟ ଜାରି ରଖିଛନ୍ତି । ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନରେ ତାଙ୍କ ଯାତ୍ରାର କାହାଣୀ, ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ । ସୃଜନର ସମସ୍ତ ଦିଗଦିଗନ୍ତକୁ ତାଙ୍କ ପ୍ରତିଭା ସ୍ପର୍ଶ କରେ । ସେ ଯେତେ ଉର୍ଦ୍ଧ୍ବ ଉଡ଼ାଣକୁ ଗଲେ ବି ଆତ୍ମା ଥାଏ ନୀଡରେ । ସକଳ ଭିଡ଼ ଭିତରେ ସେ ଭୁଲି ପାରିନାହାନ୍ତି ନିଜ ଭିଟାମାଟିକୁ, ନଈ ତୁଠକୁ ।

Report an Error