ମୁଗଡାଲିର ବାସ୍ନା

ଯଜ୍ଞେଶ୍ୱର ବିଶି ଜଣେ ସଫଳ ସ୍ରଷ୍ଟା | ମଣିଷ ମନର ଗହନ କଥା, ବ୍ୟଥା ଓ ଗାଥାକୁ ଅଭିବ୍ୟକ୍ତି କରିବାରେ ସେ ସିଦ୍ଧହସ୍ତ |
Author: ଯଜ୍ଞେଶ୍ୱର ବିଶି
Digital (PDF)
INR 149.00

ବିରମହାରାଜପୁର କଲେଜର ଅର୍ଥନୀତି ବିଭାଗୀୟ ମୁଖ୍ୟ ଯଜ୍ଞେଶ୍ୱର ବିଶି ଜଣେ ସଫଳ ସ୍ରଷ୍ଟା | ଅନୁରାଗ ଧର୍ମୀ ସର୍ଜନା ଓ ମାର୍ମିକ ଅନୁଭୂତିର ଆର୍ତ୍ତ ଚିତ୍କାର କରି ଉଠେ ତାଙ୍କର ଗଳ୍ପ ସମ୍ଭାର | ମଣିଷ ମନର ଗହନ କଥା, ବ୍ୟଥା ଓ ଗାଥାକୁ ଅଭିବ୍ୟକ୍ତି କରିବାରେ ସେ ସିଦ୍ଧହସ୍ତ | ତାଙ୍କ ଲେଖନୀରେ ୪ ଗୋଟି ପୁସ୍ତକ ଏ ପର୍ଯ୍ୟନ୍ତ ପ୍ରକାଶ ପାଇଛି | ବହୁତ ପୁରସ୍କାର ସେ ପାଇଛନ୍ତି ଗଳ୍ପ ପାଇଁ | ଓଡିଶା ସରକାରଙ୍କ ପ୍ରକୃତି ବନ୍ଧୁ ପୁରସ୍କାର ୨୦୦୯ ରେ ପାଇଥିଲେ | ଏହି ପୁସ୍ତକଟି ସୁନ୍ଦର ସୁନ୍ଦର ୨୦ଟି ଗଳ୍ପରେ ସୁସଜ୍ଜିତ |

Report an Error