ମଇ - ଜୁଲାଇ ୧୯୯୮
ବିଜୁ ପଟ୍ଟନାୟକ | ଏକ ତେଜିୟାନ ବ୍ୟକ୍ତିତ୍ୱ | ସ୍ୱାଭିମାନ, ଆତ୍ମସମ୍ମାନ ତଥା ଆତ୍ମବିଶ୍ୱାସର ଏକ ଜ୍ୱଳନ୍ତ ଅଗ୍ନିଶିଖା, ଓଡ଼ିଶାରର ବରପୁତ୍ର, ଆଧୁନିକ ଓଡ଼ିଶାର ନିର୍ମାତା, ଜନଗଣ ମନର ବାଦଶା | ଏହି ନାଁ ପୂର୍ବରୁ ସ୍ବର୍ଗତ ଶୋଭାପାଏନି | ସେ ଜଣେ ପ୍ରବୀଣ ରାଷ୍ଟ୍ରନୀତିନଜ୍ଞ, ତୁଙ୍ଗ ଜନନାୟକ, ଦୁଃସାହସିକ ବୈମାନିକ, କ୍ରାନ୍ତିକାରୀ ପୁରୁଷ | ୧୯୧୬ ମସିହାରେ ଜନ୍ମରୁ ୧୯୯୭ ମୃତ୍ୟୁ ଯାଏଁ କେତେ ଉତଥାନ ପତନରେ ତାଙ୍କ ଜୀବନ |
ପତ୍ରିକା ଏହି ସଂଖ୍ଯାରେ ବିଜୁ ବାବୁଙ୍କ ସମ୍ପର୍କରେ ଆମ ସମୟର ବହୁ ତୁଙ୍ଗ ସାହିତ୍ୟିକମାନେ ନିଜ ଲେଖା ଜରିଆରେ ବିଜୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି | ରାଧାନାଥ ରାୟ, ଜାନକୀ ବଲ୍ଳଭ ପଟ୍ଟାନାୟକ, ପ୍ରଫେସର ସମର ଗୁହା, ମନୋଜ ଦାସ, ଡ. ଶ୍ରୀରାମ ଚନ୍ଦ୍ର ଦାସ, ଅରୁଣା ଆସଫ ଅଲ୍ଲୀ, ନିତ୍ଯାନନ୍ଦ ମହାପାତ୍ର, ପ୍ରଫେସର ମନ୍ମଥ ନାଥ ଦାସ, ଅନ୍ନଦା ପ୍ରସାଦ ରାୟ,ଶରତ କୁମାର ସ୍ବାଇଁ, ଶରତ କୁମାର ସ୍ବାଇଁ, ପ୍ରଫେସର ହୃଦାନନ୍ଦ ରାୟ, ସୁରେନ୍ଦ୍ର ମୋହନ,ମନୋରମା ମହାପାତ୍ର, ନୀଳମଣି ରାଉତରାୟ, ନାରାୟଣ ପଣ୍ଡା, ଯୁଧିଷ୍ଠିର ଦାସ, ସାତକଡି ହାେତା, ବିଭୂତି ପଟ୍ଟନାୟକ, ବଳରାମ ମହାନ୍ତି, ପ୍ରସନ୍ନ କୁମାର ମିଶ୍ର, କୈଳାସ ଚନ୍ଦ୍ର ଲେଙ୍କା, ଡ. ତ୍ରିଲୋଚନ ପ୍ରଧାନ, ଦିଲ୍ଲୀପ ରାୟ, ସନାତନ ପାଣି, ସଚ୍ଚିଦାନନ୍ଦ ରାଉତରାୟ, ହରିହରି ମିଶ୍ର, ରବୀନ୍ଦ୍ରନାଥ ଦାସ, ଡ. ମିନାକ୍ଷୀ ଦାସ, ହୃଷିକେଶ ମଲ୍ଲିକ, ନୀଳାଦ୍ରି ଭୂଷଣ ସାମଲ, ଚନ୍ଦ୍ରଶେଖର ଦାସବର୍ମା, ହୁସେନ ରବି ଗାନ୍ଧୀ, ଗିରିଜା ଭୂଷଣ ପଟ୍ଟନାୟକ, ଡକ୍ଟର ଗଣେଶ ପ୍ରସାଦ ଦାସ, ଶ୍ରୀକାନ୍ତ ଜେନା, ଚନ୍ଦ୍ରମୋହନ ସିଂହ, ଜଗନ୍ନାଥ ମଲ୍ଲିକ, ସୁଧୀର ମଉଡ଼ମଣି, ଲଡ଼ୁକେଶ୍ୱର ସାହୁ, ତ୍ରିଲୋଚନ କାନୁନଗୋ, ଆରତୀ କର, ଅଧ୍ୟାପକ କିଶୋରଚନ୍ଦ୍ର ତ୍ରିପାଠୀ, ଅରୁଣ କୁମାର ପଣ୍ଡା, ବସନ୍ତ କୁମାର ପାଣିଗ୍ରାହୀ, ଭାସ୍କର ପରିଚ୍ଛା, ଡ. ରମେଶ ପାଣି, ଦୀପକ ବାନାର୍ଜୀ, ସୁଭାଷ ଶତପଥୀ, ବିଭୁତିରଞ୍ଜନ ପଣ୍ଡା, ଯଦୁନାଥ ଦାଶ ମହାପାତ୍ର, ଡ. ପ୍ରସନ୍ନ ପାଟ୍ଟଶାଣୀ, କମଳାକାନ୍ତ ପଣ୍ଡା, ଶରତ କର, ପ୍ରାଣବନ୍ଧୁ କର, ପ୍ରଫେସର ନିତ୍ୟାନନ୍ଦ ଶତପଥୀ ପ୍ରମୁଖଙ୍କ ବିଜୁଙ୍କୁ ନେଇ ବହୁ ଉଚ୍ଚକୋଟୀର ଲେଖା ରହିଥିବାବେଳେ ଏଥିରେ କଳିଙ୍ଗ ସମ୍ରାଟ ବିଜୁବାବୁଙ୍କ କର୍ମମୟ ଜୀବନ ଉପରେ ଏକ ଆଲେଖ୍ୟ ରହିଛି |