ମଶାଣି ସହର ଦିଲ୍ଲୀ

ବାସୁଦେବ ସୁନାନୀଙ୍କ ‘ମଶାଣି ସହର ଦିଲ୍ଲୀ’ ଏକ ନିଆରା ଉପନ୍ଯାସ । ତାଙ୍କର ସବୁ ଲେଖା ପରି ଏଥିରେ ମଧ୍ୟ ସମାଜର ସେହି ତଳସ୍ତରର ଲୋକଙ୍କ କାହାଣୀ ରହିଛି ।
Digital (PDF)
INR 100.00

ଦିଲ୍ଲୀକୁ ଦେଖିବା ଓ ବୁଝିବା ଏତେ ସହଜ ନୁହେଁ । ଡ. ସୁନାନୀ ଯେମିତି ଦିଲ୍ଲୀକୁ ଦେଖିଛନ୍ତି, ସେମିତି କେହି ଦେଖିନାହାନ୍ତି । ଆସନ୍ତୁ ଆମେ ଏହି ଉପନ୍ଯାସ ଜରିଆରେ ଦିଲ୍ଲୀକୁ ଦେଖିବା ଆଉ ଭେଟିବା ରାମ ଦୁଲାଲ, ରାଜିନ୍ଦର, ଚନ୍ଦୁଲାଲ, ରାଜା ସିଂ, ବିଶ୍ୱାମିତ୍ର, ସୁନୀତା ସହ ଅନ୍ଯମାନଙ୍କୁ ଆଉ ଜାଣିବା ମହାନଗରୀର ଗୋପନକଥାକୁ…..

Report an Error