ମାର୍ଚ୍ଚ - ଏପ୍ରିଲ୍ ୨୦୨୪
ପତ୍ରିକାର ମାର୍ଚ୍ଚ - ଏପ୍ରିଲ୍ ୨୦୨୪ ସଂଖ୍ଯାରେ ମାଟିର ସନ୍ତାନ ବିଜୁ ବାବୁଙ୍କୁ ନେଇ ଏକ ବିଶେଷ ପ୍ରସ୍ତୁତି କରାଯାଇଛି ।
Publisher: Viswamukti Foundation Trust
Author: Viswamukti Foundation Trust
Digital (PDF)
INR 50.00
ପତ୍ରିକାର ଏହି ସଂଖ୍ଯାରେ ଅଚ୍ଯୁତ ସାମନ୍ତଙ୍କ ମାଟିର ସନ୍ତାନ ବିଜୁ ବାବୁ, ଡ. ମନାେରଞ୍ଜନ ମହାନ୍ତିଙ୍କ ଇତିହାସର ମୂକସାକ୍ଷୀ ବିଜୁଙ୍କ ଡାକୋଟା, ଡ. ନିଖିଳାନନ୍ଦ ପାଣିଗ୍ରାହୀଙ୍କ ନାନା କଥା କହୁଥିବା ପୁରସ୍କାର ବିନୋଦଙ୍କ ବିଜ୍ଞାନ ଓ ବୌଦ୍ଧିକତା, ଗିରିଜା ମଞ୍ଜରୀ ପାଢୀଙ୍କ ସୁଖରେ ରହିବାର କୌଶଳ, ରଜତ କୁମାର ମାନସିଂହଙ୍କ ଆପେକ୍ଷିକ ତତ୍ତ୍ୱ ଓ ଆଧ୍ୟାତ୍ମିକତା, ଅଧ୍ୟାପକ କିର୍ତ୍ତନ କୁଅଁରଙ୍କ ଦେବଗଡ଼ ଜିଲ୍ଲାର ଶ୍ରୀଜଗନ୍ନାଥ ମନ୍ଦିରର ଏକ ତାତ୍ତ୍ୱିକ ଅନୁଶୀଳନ, ଡକ୍ଟର ପ୍ରଦୀପ କୁମାର ସ୍ୱାଇଁଙ୍କ ଫକୀରମୋହନଙ୍କ ଓ ଗଙ୍ଗାଧରଙ୍କ ସାମାଜିକ ପ୍ରତିବଦ୍ଧତା, ପୁଷ୍ପାଞ୍ଜଳୀ ରବନାଙ୍କ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ନାଟକର ମଞ୍ଚମୂଲ୍ୟ, ପ୍ରକାଶ ଚନ୍ଦ୍ର ବେହେରାଙ୍କ ବିଜୟାନନ୍ଦ ସିଂହଙ୍କ ଗଳ୍ପରେ ସମାଜ ଚିତ୍ର ଆଦି ପ୍ରବନ୍ଧ ରହିଛି ।
ସେହିପରି ଏହି ସଂଖ୍ଯାରେ ବିଶିଷ୍ଟ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସହ ଏକ ସାକ୍ଷାତକାର, ଗପ, କବିତା, ଅନୁବାଦ, ପୁସ୍ତକ ସମୀକ୍ଷା, ଅସମୀଆ କବିତା ଆଦି ସ୍ଥାନ ପାଇଛି ।