ମାର୍ଚ୍ଚ - ଏପ୍ରିଲ୍ ୨୦୧୩

ପତ୍ରିକାର ମାର୍ଚ୍ଚ - ଏପ୍ରିଲ୍ ୨୦୧୩ ସଂଖ୍ୟାରେ ରହିଛି ଚମତ୍କାର ପ୍ରବନ୍ଧ, ମନୋଜ୍ଞ ଗଳ୍ପ ସମେତ କବିତା ଓ ଆହୁରି ଅନେକ କିଛି ।
Digital (PDF)
INR 50.00

ପତ୍ରିକାର ମାର୍ଚ୍ଚ - ଏପ୍ରିଲ୍ ୨୦୧୩ ସଂଖ୍ଯାରେ କଥାକାର ଗୌରହରି ଦାସଙ୍କ ସହ ଏକ ପ୍ରଶ୍ନୋତ୍ତର ରହିଥିବାବେଳେ ପ୍ରଫେସର ଅମର୍ତ୍ତ୍ଯ ସେନ୍ ଙ୍କର ଅର୍ଥନୀତି ଉପଲକ୍ଷେ ଏକ ଆଲେଖ୍ଯର ଅନୁବାଦ ରହିଛି । ସେହିପରି ଏହି ସଂଖ୍ଯାରେ ଗପ, କବିତା, ଅନୁବାଦ ଗପ, ପ୍ରବନ୍ଧ, ଭ୍ରମଣ କାହାଣୀ ଓ ପୁସ୍ତକ ସମୀକ୍ଷା ଆଦି ରହିଥିବାବେଳେ ଏହାର ସମ୍ପାଦକୀୟରେ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ସରକାରଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱକୁ ଦର୍ଶାଯାଇଛି ।

Report an Error