ମାର୍ଚ୍ଚ - ଏପ୍ରିଲ୍ ‌୨୦୦୧

ଚିଲିକା ଓଡ଼ିଶାର ଏକମାତ୍ର ହ୍ରଦ ଯାହା ଲୁଣି ଓ ମିଠା ପାଣିର ଜଳରାଶିରେ ଉଦ୍ଭାସିତ । ଏ ସଂଖ୍ଯାଟି ଚିଲିକା ସ୍ବତନ୍ତ୍ର ଭାବରେ ପ୍ରକାଶିତ ।
Digital (PDF)
INR 50.00

ପ୍ରବନ୍ଧରେ ବାଙ୍କ ବିହାରୀ ଦାସଙ୍କ 'ଚିଲିକା - ପ୍ରକୃତିର ଅମୂଲ୍ଯ ସମ୍ପଦ ଏହା କଣ ସତରେ ବିଲୁପ୍ତ ହେବ', ଫକୀର ହରିଚନ୍ଦନଙ୍କଶ୍ରୀଜଗନ୍ନାଥଙ୍କ ସେବାରେ ଚିଲିକା', ଡ. କିଶୋର ସାମଲଙ୍କ 'ମା ଚିଲିକାର ସନ୍ତାନ', ହୃଷିକେଶ ମଲ୍ଲିକଙ୍କ 'କଥା ଚିଲିକାର କବିତା', ଡ. ବିଜୟ କୁମାର ଶତପଥୀଙ୍କ 'କବି ଗୋଦାବରୀଶ ମିଶ୍ରଙ୍କ କାବ୍ଯ ଭାବନା', ସତ୍ଯନାରାୟଣ ମହାପାତ୍ରଙ୍କ 'ସ୍ମୃତିର ସ୍ମୃତିରେ ନିଆଁଖୁଣ୍ଟା ମହାପାତ୍ର', ଡ. ଚାନ୍ଦ କିଶୋର ତ୍ରିପାଠୀଙ୍କ 'ମୁଁ ତାଙ୍କୁ କିପରି ଜାଣେ' (କବି କୃଷ୍ଣ ତ୍ରିପାଠୀ), ଶ୍ରୀ ବିଜୟ କେତନ ପଟ୍ଟନାୟକଙ୍କ 'ଚିଲିକାରେ ପକ୍ଷୀ ପରିବ୍ରାଜକ', ଶ୍ରୀ ଆଶୁତୋଷ ସମାନ୍ତ ସିଂହାରଙ୍କ - 'ମୋ ବାପାଙ୍କୁ ଯେମିତି ଜାଣେ' ଓ ଶ୍ରୀ ଭୋଳଭାଇ ପଟେଲଙ୍କ 'ଚିଲିକା' (ଗୁଜୁରାଟୀ) (ଅନୁବାଦ - ପ୍ରିୟମ୍ବଦା ପାତ୍ର) ।

ଏହା ସହ ବ୍ଯକ୍ତିତ୍ବ - ଗୋପିନାଥ ସେନାପତିଙ୍କର ସାକ୍ଷାତକାର - ଡ. ତୃପ୍ତି ମହାନ୍ତି ଓ କାବ୍ଯ ଆଳାପ - କବି ଡ. ପ୍ରସନ୍ନ ପାଟ୍ଟଶାଣୀ, ଉପସ୍ଥାପନା - ସୁଧା ଦାସ, ଗଳ୍ପ - ଆଳାପ - ସୃଜନର ମଧୁର ମୂର୍ଚ୍ଛନା - ବିଭୋର ଅର୍ଚ୍ଚନା - ଅଧ୍ୟାପିକା ନିହାରିକା ବ୍ରହ୍ମ ।

କବିତାରେ ରହିଛି ଅନ୍ତର୍ଯ୍ଯାମୀ ମିଶ୍ର, ହରିହର ମିଶ୍ର, ଯୋଗୀନ୍ଦ୍ରନାଥ ପାଇକରାୟ, ଡ. ଦେବେନ୍ଦ୍ରନାଥ ମାନସିଂହ, ଅଧ୍ୟାପକ ଶଶାଙ୍କ ଚୂଡାମଣି ଓ ସୁଧା ଦାସ, ଶ୍ରୀ ପଞ୍ଚାନନ ଦାଶ, ରବିନାରାୟଣ ସେନାପତି, ଚନ୍ଦ୍ର କୁମାର ମହାନ୍ତି, ଡାକ୍ତର ସରୋଜିନୀ ଷଡଙ୍ଗୀ, ଭଗବାନ ଜୟସିଂହ, ସରୋଜିନୀ ମିଶ୍ର, ସମରେନ୍ଦ୍ର ନାଥ ମହାପାତ୍ର, ସ୍ବରୂପ ମହାପାତ୍ର, ନିର୍ମଳ ମହାନ୍ତି, ବିପିନ ଆଚାର୍ଯ୍ଯ, ଫଣୀନ୍ଦ୍ର ଭୂଷଣ ନନ୍ଦ, ସୁନୀଲ ମିଶ୍ର, ଗୌରାଙ୍ଗ ଚନ୍ଦ୍ର ଦାଶ, ରାଜକିଶୋର ଦାଶ, ସଂଗ୍ରାମ ମିଶ୍ର, ପୀତାମ୍ବର ତରାଇ, ଭିକାରି ଧଳ, ସୁପ୍ରିୟା ପାଲ୍, ଅଶୋକ ଜେନା, ନିବେଦିତା ମିଶ୍ର ଗୁରୁ, ବର୍ଷାରାଣୀ ଜେନା ଇତ୍ଯାଦିଙ୍କ କବିତା । ଗୀତରେ ଗୀତରେ - ଶତ୍ରୁଜିତ୍, କିଶୋର ପଟ୍ଟନାୟକ ଓ ଶ୍ରୀ ପ୍ରମୋଦ କିଶୋର ବିଶ୍ବାଳଙ୍କ କବିତା ।

ସ୍ବାସ୍ଥ୍ଯ ସ୍ତମ୍ବରେ ରହିଛି ଡାକ୍ତର ପ୍ରତିଭା ପଣ୍ଡାଙ୍କ ଲେଖା ଅଶୋକ ଗଛ - ମଣିଷ ସେବାରେ । ଦେବାଶିଷ ଚକ୍ରବର୍ତ୍ତୀଙ୍କ - ଇଂଲିଶ୍ ଭୂତ - ରମ୍ଯ ରତନା ଥିବାବେଳେ ଧାରାବାହିକ ଆତ୍ମଜୀବନୀ - ପ୍ରତିଭା ଶତପଥୀଙ୍କର, ଭ୍ରମଣରେ ଡ. ସୁକାନ୍ତି ତ୍ରିପାଠୀ, ଅନୁବାଦରେ - ସୁଶାନ୍ତ କୁମାର ସେନାପତି ଓ ଡ. ହିମାଂଶୁ କୁମାର ପଟ୍ଟନାୟକଙ୍କ ଲେଖା ସ୍ଥାନ ପାଇଛି । କଳେବରଟି ବେଶ ଆକର୍ଷଣୀୟ ।

Report an Error