ଅଧିକାରୀ ସ୍ୱାଇଁଙ୍କ କବିତା ସଂକଳନ 'ମହ୍ଲାର'ରେ ଥିବା ପ୍ରତ୍ୟେକ କବିତାର ଭାବ ଓ ଭାବନା, ତାଳ, ଲୟ, ଶବ୍ଦ, ମାଧୁର୍ଯ୍ୟ ବେଶ୍ ଆକର୍ଷଣୀୟ ।
Author: ଅଧିକାରୀ ସ୍ୱାଇଁ
Digital (PDF)
INR 50.00

ଶ୍ରୀ ଅଧିକାରୀ ସ୍ୱାଇଁ ପୁରୀ ଜିଲ୍ଲାର ଟିପୁରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ | ସେ ଜଣେ ସମାଜସେବୀ ଓ ସୁ ଲେଖକ | ଦୁଇଜଣଙ୍କ ଠାରୁ ମୁଖ୍ୟତଃ କବିତା ଲେଖିବାର ପ୍ରେରଣା ପାଇଥିଲେ | ସେମାନେ ହେଲେ କୃଷ୍ଣ ଚନ୍ଦ୍ର ଭୁଇଁଆ ଓ ଶଶାଙ୍କ ଚୂଡ଼ାମଣି | ତାଙ୍କ କବିତା ଗୁଡି଼କ ଖୁବ ପ୍ରାଣସ୍ପର୍ଶୀ | ପଢିବସିଲେ ଛାଡିବାକୁ ଇଛା ହେବନି |

Report an Error