ମର୍ତ୍ତ୍ୟ ବୈକୁଣ୍ଠ

କୁମୁଦିନୀ ପଣ୍ଡା (ବ୍ରହ୍ମା)ଙ୍କ ଦ୍ବିତୀୟ ଗଳ୍ପ ସଂକଳନ ହେଉଛି 'ମର୍ତ୍ତ୍ୟ ବୈକୁଣ୍ଠ' । ପୂର୍ବରୁ ଗଳ୍ପ ସଂକଳନ ‘ସାର୍ଥକ’ ବେଶ୍ ପାଠକୀୟ ଆଦୃତି ଲାଭ କରିଛି ।
କୁମୁଦିନୀ ପଣ୍ଡା (ବ୍ରହ୍ମା)
Digital (PDF)
INR 100.00

କୁମୁଦିନୀ ପଣ୍ଡା, ଓରଫ କୁମୁଦିନୀ ବ୍ରହ୍ମା ଓଡ଼ିଆ ଗଳ୍ପ ସାହିତ୍ୟ ଜଗତର ଏକ ପ୍ରବାହମାନ ବେଗମତି ନଦୀଟିଏ । ବୃତ୍ତିରେ ଶିକ୍ଷୟିତ୍ରୀ ଥିବା ଶ୍ରୀମତୀ ପଣ୍ଡା ସାହିତ୍ୟ, ସଂସ୍କୃତି, ସମାଜସେବା ତଥା ଧର୍ମାନୁଷ୍ଠାନ ପରି ସମାଜର ପ୍ରତ୍ୟେକ କ୍ଷେତ୍ରରେ ନିଜର ଐକାନ୍ତିକ ପରାକାଷ୍ଠାର ପରିଚୟ ରଖନ୍ତି । ‘ମର୍ତ୍ତ୍ୟ ବୈକୁଣ୍ଠ’ ଗଳ୍ପ ସଂକଳନର ବାରଟି ଯାକ ଗଳ୍ପର ଶବ୍ଦ ସଂଯୋଜନା ବେଶ୍ ମାଧୁର୍ଯ୍ୟପୂର୍ଣ୍ଣ । ଏହି ଗଳ୍ପ ସଙ୍କଳନରେ ସନ୍ନିହିତ ଗଳ୍ପଗୁଡିକ ପୂର୍ବରୁ ପତ୍ର ପତ୍ରିକାରେ ପ୍ରକାଶିତ ହୋଇସାରିଛି ।

Report an Error