କୁଳବଧୂ
ଏହି ଉପନ୍ୟାସରେ ଲେଖକ ପଲ୍ଲୀ ଜୀବନର ହସ କାନ୍ଦ, ନୀତି ଅନୀତି, ପ୍ରେମ ପ୍ରତାରଣା, ଧର୍ମ ଅଧର୍ମ ଆଦି ମାନବୀୟ ପ୍ରବୃତ୍ତିର ଉଠାପକା ଖେଳକୁ ମୁଖ୍ୟ ଆଧାର ଭାବେ ନେଇଛନ୍ତି |
Publisher: Viswamukti Foundation Trust
Author: ବଳରାମ ଦାଶ
Digital (PDF)
INR 50.00
ଶ୍ରୀ ବଳରାମ ଦାଶ ୧୯୨୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ | ସେ ବହୁ ଉପନ୍ୟାସ, ନାଟକ, ଗୀତିନାଟ୍ୟ, କବିତା ପୁସ୍ତକ ପ୍ରକାଶ କରି ପାଠକୀୟ ଆଦୃତି ଲାଭ କରିଛନ୍ତି |