ଜୁନ୍ - ଅଗଷ୍ଟ ୨୦୨୩

ପତ୍ରିକାର ଜୁନ୍ - ଅଗଷ୍ଟ ୨୦୨୩ ସଂଖ୍ୟାର ଆକର୍ଷଣ ହେଉଛି ସମ୍ପାଦକୀୟ 'ମାନବିକତାର ଜୟ ହେଉ' ।
Digital (PDF)
INR 50.00

କଳା, ସାହିତ୍ଯ, ସଂସ୍କୃତି, ସାମ୍ପ୍ରତିକୀ, ସ୍ବାସ୍ଥ୍ଯ, ଚଳଣି ଆଦି ବିଭିନ୍ନ ବିଭବକୁ ନେଇ ସମୃଦ୍ଧ ଏହି ପତ୍ରିକାର ଜୁନ୍ - ଅଗଷ୍ଟ -୨୦୨୩ ସଂଖ୍ୟାରେ ଆଠଟି ପ୍ରବନ୍ଧ ରହିଥିବାବେଳେ ଛଅଟି ଗଳ୍ପ, ପଚିଶରୁ ଉର୍ଦ୍ଧ୍ଵ କବିତା, ତିନୋଟି ଗୀତିକବିତା, ଦୁଇଟି ପୁସ୍ତକ ସମୀକ୍ଷା ଓ ଗୋଟିଏ ଭ୍ରମଣ କାହାଣୀ ରହିଛି । ତେବେ ଏଥିରେ ରହିଥିବା ପଶ୍ଚିମ ଓଡ଼ିଶାର ଗଣ୍ଡ ସମ୍ପ୍ରଦାୟର ବିବାହ ପ୍ରଥା, ଗୋପୀନାଥ ମହାନ୍ତିଙ୍କ ଅପହଞ୍ଚ ଉପନ୍ୟାସରେ ଆଦିବାସୀ ଜୀବନ ଚିତ୍ର ବେଶ୍ ଆକର୍ଷିତ କରିବ। ଏହା ସହିତ ଏହି ସଂଖ୍ୟାରେ ଭୁଖା ନାଟକ ଓ ଚଳଚ୍ଚିତ୍ରକୁ ନେଇ ଏକ ସୁନ୍ଦର ଆଲେଖ୍ୟ ରହିଛି ।

Report an Error