ପତ୍ରିକାର ଏହି ସଂଖ୍ଯାଟି ରଜ ଓ ଲେଖିକା ବିଶେଷାଙ୍କ ରୂପେ ପ୍ରକାଶିତ । ଏଥିରେ ଆକର୍ଷଣୀୟ ଗଳ୍ପ ସହିତ ଭାବଗର୍ଭକ କବିତା, ଉଚ୍ଚକୋଟୀର ପ୍ରବନ୍ଧ ସମେତ ରହିଛି ଆହୁରି ଅନେକ କିଛି ।
Digital (PDF)
INR 25.00

ଏ ସଂଖ୍ୟାରେ ସମ୍ପାଦକୀୟରେ ଓଡ଼ିଆ ପିଲାଙ୍କ ଏ କି ଦୁର୍ଦଶା, ସୁରଥ ବଳିୟାରସିଂଙ୍କ ଏ ଭୁଲ ପାଠପଢା ଆଉ କେତେଦିନ ଚାଲିବ ରହିଥିବାବେଳେ ଓଡ଼ିଆ ନାରୀ ବନାମ ସ୍ୱାଧୀନତା ଶୀର୍ଷକକୁ ନେଇ ଏକ ମିଳିତ ସାକ୍ଷାତକାର ରହିଛି । ପ୍ରବନ୍ଧରେ ଡ଼. ବୈଷ୍ଣବ ଚରଣ ସାମଲ, ବିଷ୍ଣୁ ସାହୁ ,କଲ୍ୟାଣୀ ଚକ୍ରବର୍ତ୍ତୀ, ଡ଼ଃ. ଚୌଧୁରୀ ଅଜୟ ପ୍ରଧାନ ଇତ୍ୟାଦିଙ୍କ ଲେଖାମାନ ରହିଥିବାବେଳେ ସାମ୍ପ୍ରତିକରେ ଡା.ତ୍ରିଲୋକନାଥ ମହାରଣାଙ୍କ ଆଲେଖ୍ଯ ରହିଛି । ସେହିପରି ଏହି ସଂଖ୍ଯାରେ ସୁପ୍ରିୟା ମଲ୍ଲିକ, ସୁପ୍ରିୟା ପାଲ, ସୁନନ୍ଦା ତ୍ରିପାଠୀ, ଡ଼ଃ.ମିନାକ୍ଷୀ ଦାସ, ସୁରୁଚି ମିଶ୍ର, ନିବେଦିତା ମିଶ୍ର, ଗୁରୁ, ମନୋଜମଞ୍ଜରୀ ମିଶ୍ର, ଚାରୁବଳା ଆଚାର୍ଯ୍ୟ, ଶ୍ରଦ୍ଧାଞ୍ଜଳୀ ମହାପାତ୍ରଙ୍କ ଗଳ୍ପ ରହିଛି । ପରମ୍ପରାରେ ଡ. ବିଷ୍ଣୁପ୍ରିୟା ମହାପାତ୍ରଙ୍କ ଡ଼. ପ୍ରତିଭା ଶତପଥିଙ୍କର ଧାରାବାହିକ ଆତ୍ମଜୀବନୀ ଅନ୍ନପୂର୍ଣ୍ଣା ମହାନ୍ତି, ସଂଗୀତ ପଣ୍ଡା, ପ୍ରଭାତ ନଳିନୀ ମହାପାତ୍ର, ସୁଷମା ମିଶ୍ର, ପ୍ରମିଳା ଶତପଥୀ, ସୀତା ଭୋଇ, ସତ୍ୟଭାମା ସେନାପତି, ଡ଼. ସୋମା ଚାନ୍ଦ, ଶ୍ରୀମୟୀ, ସୁଧାଂଶୁ ବାଳା ଦାସ, ସୁକାନ୍ତି ମହାପାତ୍ର, ଜୟନ୍ତୀ ବିଶ୍ୱାଳ, ଭାଗ୍ୟଲକ୍ଷ୍ମୀ ମହାରଣା, ସିପ୍ରା ସ୍ୱାଇଁ, ପ୍ରମିଳା ମହଲା, ବୀଣାପାଣି ପଣ୍ଡା, ଗୀତା ଶ୍ରୀ ମହାରଣା, ଶୁଭଦର୍ଶିନୀ ପତି, ଅମୀୟବାଳା ପଟ୍ଟନାୟକ, ପରିମିତ ସେଠୀ, କଳ୍ପନା ଦାସ, ଦେବଯାନୀ ଦାସ, ଗାୟତ୍ରୀ ବାଳା ପଣ୍ଡା, ନମିତା ପଟ୍ଟନାୟକ, ଜୟନ୍ତୀ ରଥ, ନିହାରିକା ବ୍ରହ୍ମା, ଅନ୍ନପୂର୍ଣ୍ଣା ନନ୍ଦ ପ୍ରମୁଖଙ୍କ କବିତା ରହିଛି । ଅନ୍ୟ ଦିଗନ୍ତରେ କୁମୁଦିନୀ ପଣ୍ଡାଙ୍କ ପ୍ରବାସରେ ମୁଁ, ଏହାସହିତ ଏହି ସଂଖ୍ଯାରେ ଅନୁବାଦ କବିତାରେ ଆଶାପୂର୍ଣ୍ଣା ଦେବୀ, ରାଶିବନି, ରେନୁ ଶୁକ୍ଲା, ହେନରିକ ନଡ଼କନଡ଼ (ଡେ଼ନମାର୍କ) - ରୋହିଣୀ କାନ୍ତ ମୁଖାର୍ଜୀ, ଅବଦୁଲ ରହମାନଙ୍କ କବିତାମାନ ରହିଛି । ଆଇନା ସାମ୍ନାରେ ନୂଆ କବିରେ ସବିତା ମିଶ୍ର , ସୁନୀତି ମୁଣ୍ଡ, ଆନତି ସତପଥୀ, ଦିପ୍ତିମୟୀ ପ୍ରଧାନ, ସତ୍ୟପ୍ରିୟା ପଟ୍ଟନାୟକ, ମିନାକ୍ଷୀ ରାଓ, ଡ଼ଃ.ତୃପ୍ତି ମହାନ୍ତି, ବିଜୟା ଲକ୍ଷ୍ମୀ ପରିଡା, ବିନୋଦିନୀ ଦାସଙ୍କୁ ନେଇ ଏକ ଉପସ୍ଥାପନା ରହିଛି । ବନଶ୍ରୀ ମଲ୍ଲିକଙ୍କ କବିତା ପୁସ୍ତକ ଅନ୍ତସ୍ବର, ବିନୋଦିନୀ ପାତ୍ରଙ୍କ କବିତା ସଂକଳନ ଅନ୍ତରୁ ଆରମ୍ଭ, ମନାେଜ ପୂଜାରୀଙ୍କ ଗଳ୍ପ ସଂକଳନ ପୁତ୍ରଲାଭ କଥା, କବି ନିରଞ୍ଜନ ପାଢୀଙ୍କ ମୁହୂର୍ତ୍ତେ ବର୍ତ୍ତମାନ ପୁସ୍ତକର ସମୀକ୍ଷା ରହିଛି । ଏବଂ ଶେଷରେ ଏଥିରେ ଶ୍ରୀ ବିନୟ ମିଶ୍ରଙ୍କ ଯାହା ଦେଖୁଚି ତାହା ଲେଖୁଛି ଆଦି ରହିଛି ।

Report an Error