ଜୁଲାଇ - ସେପ୍ଟେମ୍ବର - ୨୦୧୯

ଜୁଲାଇ - ସେପ୍ଟେମ୍ବର ୨୦୧୯ ସଂଖ୍ଯାଟିର ମୁଖ୍ଯ ପ୍ରସଙ୍ଗ ରହିଛି - ପ୍ରଳୟଙ୍କରୀ ବାତ୍ୟା ‘ଫନି’ ।
Digital (PDF)
INR 50.00

୨୦୧୯, ମେ ୩ ତାରିଖରେ ପ୍ରଳୟଙ୍କରୀ ବାତ୍ୟା ‘ଫନି’ ଓଡିଶାରେ ତାଣ୍ଡବ ରଚିଥିଲା । ‘ଫନି’ର ତାଣ୍ଡବଲୀଳା ଓଡ଼ିଶାର ଭୂଗୋଳ ଓ ଅର୍ଥନୀତିକୁ ପ୍ରଭାବିତ କରିଥିଲା । ତଥାପି ଖୁବ୍‍ କମ୍‍ ଦିନରେ ଓଡ଼ିଶା ନିଜକୁ ସଜାଡ଼ି ପାରିଥିଲା । ଏହା ସମ୍ଭବ ହୋଇଥିଲା ସାମୁହିକ ପ୍ରସ୍ତୁତି ଓ ପ୍ରୟାସ ପାଇଁ । ସାମଗ୍ରିକ ଭାବରେ ‘ଫନି’ ପରିଚାଳନାରେ ଚାରିଜଣଙ୍କ ଭୂମିକା ବେଶ୍ ପ୍ରଶଂସନୀୟ ହାେଇଥିଲା । ବାତ୍ୟା ପୂର୍ବରୁ ଓ ବାତ୍ୟା ପରେ ଏବଂ ପରିସ୍ଥିତି ପରିଚାଳନାରେ ଏହି ଚାରିଜଣ ଓଡ଼ିଆ ଆମ ସାମ୍ନାକୁ ଆସିଥିଲେ । ପତ୍ରିକାର ଏହି ସଂଖ୍ଯାରେ ଫନି’ର ଚାରି ନାୟକ: ମୃତୁଞ୍ଜୟ, ବିଷ୍ଣୁପଦ, ସତ୍ୟନାରାୟଣ ଓ ଜ୍ୟୋତିପ୍ରକାଶଙ୍କ ସହ ଏକ ସଂକ୍ଷିପ୍ତ ସାକ୍ଷାତ୍‌ ରହିଛି । ଏହା ସହିତ ଏହି ସଂଖ୍ଯାରେ ଅଛି ସବୁଥର ପରି ମନଛୁଆଁ କବିତା, ଗଳ୍ପ, ଫିଚର୍ ସହ ଆହୁରି ଅନେକ କିଛି ।

Report an Error