ଜୁଲାଇ - ସେପ୍ଟେମ୍ବର ୨୦୧୮

ପତ୍ରିକାର ଜୁଲାଇ - ସେପ୍ଟେମ୍ବର ୨୦୧୮ ସଂଖ୍ୟାଟିରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ରହିଛି ଏକ ଶ୍ରଦ୍ଧାଞ୍ଜଳି ବିଶେଷ ।
Digital (PDF)
INR 50.00

ପତ୍ରିକାର ଜୁଲାଇ - ସେପ୍ଟେମ୍ବର ୨୦୧୮ ସଂଖ୍ୟାରେ ରହିଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରାଜନେତା ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ବିଶେଷ । ଏଥିରେ ନରେନ୍ଦ୍ର ମୋଦି, ପ୍ରଫେସର ଗଣେଶୀ ଲାଲ, ସୀତାକାନ୍ତ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ, ଏଚ୍‍. କେ. ଦୁଆ, ଅଭିରାମ ବିଶ୍ୱାଳ, ନୀରଜା ଚୌଧୁରୀ, ବିପିନ ବିହାରୀ ରଥ ପ୍ରମୁଖଙ୍କ ଶ୍ରଦ୍ଧାଞ୍ଜଳୀୟ ଆଲେଖ୍ଯ ରହିଥିବାବେଳେ ଏହି ବିଶେଷ ପ୍ରସ୍ତୁତିରେ ଅଟଳ ବିହାରୀ ବାଜପେୟୀଙ୍କ ସମ୍ପର୍କିତ କିଛି ତଥ୍ୟ: କିଛି କଥା ସହ ପ୍ରସନ୍ନ ପାଟ୍ଟଶାଣୀଙ୍କର ଏକ କବିତା ମଧ୍ୟ ରହିଛି । ଏହା ସହିତ ପାଠକ-ପାଠିକାଙ୍କ ପାଇଁ ଏହି ସଂଖ୍ଯାରେ ରହିଛି ଅନେକ ଗପ, କବିତା, ଅନୁବାଦ ଗଳ୍ପ, କବିତା, ଭ୍ରମଣ କାହାଣୀ ସମେତ ଗୀତି କବିତା ପରି ଆହୁରି ଅନେକ କିଛି ।

Report an Error