ଜୁଲାଇ - ସେପ୍ଟେମ୍ବର ୨୦୦୧

ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ପ୍ରତିବର୍ଷ ନଅ ଦିନ (ଶ୍ରୀଗୁଣ୍ଡିଚାରୁ ବାହୁଡା ଯାଏ) ପାଇଁ ରଥ ଚଢି ମାଉସୀ ମା ଘରକୁ ଯାଇଥାନ୍ତି । ଏହି ଅବସରରେ, ଏ ସଂଖ୍ଯାରେ ରହିଛି ବଦ୍ରି ମିଶ୍ରଙ୍କ 'ଠାକୁରେ ଆସୁଛନ୍ତି ବଡଦାଣ୍ଡରେ' ।
Digital (PDF)
INR 50.00

ଏତଦ୍ ଭିନ୍ନ ଗଳ୍ପ ଆଳାପ ବିପିନ୍ ବିହାରି ମିଶ୍ର ଓ କବି ଦୀପକ ମିଶ୍ରଙ୍କ ସହ । ଆତ୍ମଜୀବନୀ ପ୍ରତିଭା ଶତପଥୀଙ୍କର ଓ ଡ. ମନୋରମା ବିଶ୍ବାଳ ମହାପାତ୍ରଙ୍କ ଭ୍ରମଣ କାହାଣୀ 'ଭାରତ ମୋର ସ୍ବପ୍ନ' ବେଶ୍ ରୁଚିକର ।

ଗଳ୍ପ ବିଭାଗରେ ରହିଛନ୍ତି ସଂଜୀବ ଚନ୍ଦ୍ର ହାେତାଙ୍କ ଗଳ୍ପ 'ଅଭିନେତା', ପ୍ରକାଶ କୁମାର ପରିଡାଙ୍କ 'ଉତ୍ତରଣ', ନିବାରଣ ଜେନାଙ୍କ 'ମୁହଁ', କୁମୁଦିନୀ ପଣ୍ଡାଙ୍କ 'ଅଫେରା ନଦୀର ଢେଉ', ଅଧ୍ୟାପକ ମନୋଜ କୁମାର ମିଶ୍ରଙ୍କ 'ଦୁର୍ବୋଧ', ଭଗବାନ ମହାନ୍ତିଙ୍କ 'ମଉଳା ଜହ୍ନର ଉପକଥା', ସନ୍ତାେଷ ସାମଲଙ୍କ 'ଲୁନା ଦାସ ଓ ନୀଳ ଅରଣ୍ଯ କଥା' ଇତ୍ଯାଦି । ଏତଦ୍ ସହ ରହିଛି ଲଘୁକଥା, ଧର୍ମ, ଅନୁଭୂତି, ଆଇନା, ନବ ସ୍ବାକ୍ଷର, ଗ୍ରନ୍ଥ ସମୀକ୍ଷା ସ୍ତମ୍ଭ । କୋଡିଏଟି କବିତାରେ କଳେବରଟି ରୁଦ୍ଧିମନ୍ତ ।

Report an Error