
ଜୁଲାଇ - ସେପ୍ଟେମ୍ବର ୨୦୨୪
ଏଥରର ପ୍ରବନ୍ଧରେ - ବଳରାମ ଦାସ, ଡ଼ . ନିର୍ମଳା କୁମାରୀ ମହାପାତ୍ର, ଡ଼.ପ୍ରଦୀପ କୁମାର ସ୍ୱାଇଁ, ମହାଦେବ ଭୋଇ, ଉତରା କୁମାର ବରିହା, ମନୋରମ ମିଶ୍ର, ସନ୍ଥରାମ ମାଝୀ, ଶୁକଦେବ କାର୍ଜୀଙ୍କ ଲେଖାମାନ ରହିଛି । ଡ଼. ଜୀବନ କୃଷ୍ଣ ମହାପାତ୍ର, ଲଲାଟେନ୍ଦୁ ମିଶ୍ର, ଡ଼.ଭାରତୀ ମହାନ୍ତି, କାଞ୍ଚନ ମଲ୍ଲିକ, ଡ଼.ସୁଷମା ତ୍ରିପାଠୀ, ଆଶୁତୋଷ ସାମନ୍ତ ସିଂହାର, ବେଲାରାଣୀ ତ୍ରିପାଠୀ ପ୍ରମୁଖଙ୍କ ଗଳ୍ପ ପତ୍ରିକାଟିକୁ ସରସ ସୁନ୍ଦର କରି ଗଢି ତୋଳିଛି | ଡ଼. ପ୍ରସନ୍ନ ପାଟ୍ଟଶାଣୀ, ବିଷ୍ଣୁପଦ ସେଠୀ, ଅଧିକାରୀ ସ୍ୱାଇଁ, ଅଭୟ ନାୟକ, ପ୍ରଦ୍ୟୁମ୍ନ ପରିଡା, ଅଶ୍ୱିନୀ କୁମାର ମିଶ୍ର, ରତ୍ନାକର ରାଉତ, ରଞ୍ଜନ କୁମାର ଦାସ, ପିତାମ୍ବର ତରାଇ, ନିରଞ୍ଜନ ଜେନା, ଡ଼.କମଳା କୃଷ୍ଣ ତ୍ରିପାଠୀ, କିଶୋର ମିଶ୍ର, ଆଶିଷ ମହାପାତ୍ର, ରଞ୍ଜୁ ଅମାତ, କମଳିନୀ ମଲ୍ଲି , ଡ଼.ସୁମିତ୍ରା ମିଶ୍ର ପ୍ରମୁଖଙ୍କ କବିତା ଆଦି ରହିଛି । ସେହିପରି ଫିଚରରେ ଡ଼.ସଂଯୁକ୍ତ ପରିଡା, ପର୍ଯ୍ଯଟନରେ କୁମୁଦିନୀ ପଣ୍ଡାଙ୍କ ଆଲେଖ୍ଯ ଏହି ସଂଖ୍ଯାଟିକୁ ଆହୁରି ବଳିଷ୍ଠ କରିଛି ।