ଜୁଲାଇ - ଅଗଷ୍ଟ ୨୦୧୨

ପତ୍ରିକାର ଜୁଲାଇ - ଅଗଷ୍ଟ ୨୦୧୨ ସଂଖ୍ଯାଟି ଧର୍ମକଥା, ସ୍ବାସ୍ଥ୍ଯ, ଚିନ୍ତନ, ଅନ୍ଯଦିଗନ୍ତ, ଗୀତିକବିତା, ଆକର୍ଷଣୀୟ ପ୍ରବନ୍ଧ, କବିତା, ଗପରେ ସମୃଦ୍ଧ ହୋଇଛି ।
Digital (PDF)
INR 50.00

ଏହି ସଂଖ୍ଯାରେ ଉଚ୍ଚଶିକ୍ଷାର ଦୃଶ୍ୟପଟ୍ଟର ପରିବର୍ତ୍ତନ, ଭାରତୀୟ ଶିକ୍ଷାଦର୍ଶନ ଓ ଗୋପବନ୍ଧୁଙ୍କ ଶିକ୍ଷାଦର୍ଶ, ନଟରାଜ, ସ୍ୱପ୍ନର ସୌଦାଗର, ଶ୍ରୀଯୁକ୍ତ ଗୋପାଳ ଛୋଟରାୟଙ୍କ ନାଟ୍ୟ ବଳୟ ପରି ବଳିଷ୍ଠ ପ୍ରବନ୍ଧ ସହ ହୁସେନ ରବି ଗାନ୍ଧୀଙ୍କ ସହ ଏକ ବିଶେଷ ସାକ୍ଷାତକାର ରହିଛି ।

ଧନେଶ୍ୱର ରାଉତ, ବିପିନ ବିହାରୀ ମିଶ୍ର, ସୁବ୍ରତ କୁମାର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ମୁନି ଓ ମାନମୟୀ ରଥଙ୍କ ମନଛୁଆଁ ଗପ ସାଙ୍ଗକୁ ଡ.ପ୍ରସନ୍ନ କୁମାର ପାଟ୍ଟଶାଣୀ, ଶ୍ରୀ ବିଜୟ କେତନ ପଟ୍ଟନାୟକ, ଅଶ୍ୱିନୀ କୁମାର ମିଶ୍ର, ରମାକାନ୍ତ ଜେନା, ହେମନ୍ତ କୁମାର ରାଉତ, ସୁଶୀଲ କୁମାର ପୁହାଣ, ନିରାକାର ଦାସ, ଶଶୀକାନ୍ତ ପରିଡ଼ା, ଡଃ.ସୁନିତା ଦେବୀ, ଅମିୟ ରଞ୍ଜନ ମହାପାତ୍ର, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପ୍ରଫେସର ଗିରିଜା ଶଂକର ଶର୍ମା, ବିଭୂତି ଭୂଷଣ ଖୁଣ୍ଟିଆ, ମନୋଜ କୁମାର ପଂଡ଼ା, ଡ. ଶିବପ୍ରସାଦ ଶତପଥୀ, ଅନିତା ସାହୁ, ନୋଜ କୁମାର ଦାଶ, ରଂଜୁ ଅମାତ୍ , ରକ୍ଷକ ନାୟକ, ସରୋଜକାନ୍ତ ଚୌଧୁରୀ, ଶୈଳବାଳା ମହାପାତ୍ର, ବ୍ରହ୍ମପୁତ୍ର ନାୟକ, ଗୀତାଞ୍ଜଳୀ ପଣ୍ଡା ପ୍ରମୁଖଙ୍କ କବିତା ରହିଛି । ସେହିପରି ଏହି ସଂଖ୍ଯାରେ ସ୍ଥାନିତ ହୋଇଥିବା ଧର୍ମକଥା, ସ୍ବାସ୍ଥ୍ଯ, ଚିନ୍ତନ, ଅନ୍ଯଦିଗନ୍ତ, ଗୀତିକବିତା ଏହାର କଳେବରକୁ ବୃଦ୍ଧି କରିଛି ।

Report an Error