
ଜୁଲାଇ - ଅଗଷ୍ଟ ୨୦୨୫
ଏହି ସଂଖ୍ଯାଟିରେ ଓଡ଼ିଶାର ସାମାଜିକ ଓ ରାଜନୈତିକ ପରିମଣ୍ଡଳରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ : ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ପ୍ରଫେସର ଶଶାଙ୍କ ଚୂଡ଼ାମଣିଙ୍କର ଏକ ସାକ୍ଷାତକାର ରହିଛି । ଏହା ସହିତ ପ୍ରବନ୍ଧରେ ରହିଛି - ଡ଼ ମାନସ ଶ୍ରୀଚନ୍ଦନଙ୍କ ଭାଷା ସାହିତ୍ୟର ପୂଜାରୀ ବାଗ୍ମୀ ବିଶ୍ୱନାଥ କର, ଡ଼ ସନ୍ତୋଷ କୁମାର ନାୟକଙ୍କ ବିପ୍ଲବୀ ସନ୍ଥ ମତ୍ତ କବି ବଳରାମ ଦାସ । ଯୁଧିଷ୍ଟିର ପରିଡା, ସବିତା ମହାପାତ୍ର, ଡ଼ ସୁଷମା ତ୍ରିପାଠୀ, ଭାନୁମତୀ ସାହୁଙ୍କ ଗଳ୍ପ ରହିଥିବାବେଳେ ଡ. ପ୍ରସନ୍ନ ପାଟ୍ଟଶାଣୀ, ନିଳାଦ୍ରୀଭୂଷଣ ହରିଚନ୍ଦନ, ଅମରେନ୍ଦ୍ର ଖଟୁଆ, ରୋହିଣୀ କାନ୍ତ ମୁଖାର୍ଜୀ, ଗଜାନନ ମିଶ୍ର, ପିତାମ୍ବର ତରାଇ, ଶରତ ଦାଶ, ଗିରିଜା ଶଙ୍କର ଶର୍ମା, ଦେବେନ୍ଦ୍ର କୁମାର ବାଉରୀ, ଅଧିକାରୀ ସ୍ୱାଇଁ, ନିରାକାର ଦାସ, ସରୋଜିନୀ ଜେନା, ସରୋଜ କୁମାର ବରାଳ, ମମତା ପଟ୍ଟନାୟକ, ଡ.ସରଜୁ ରଥ, ସୁଲେଖା ସାମନ୍ତରାୟ, ସଦାନନ୍ଦ ବାରିକ, ସୁମିତ୍ରା ମିଶ୍ର, କମଳିନୀ ମଲ୍ଲିକ, ଡ଼ ମିହିର କୁମାର ରାୟ, ଶ୍ରୀମତୀ ପ୍ରଭାତୀ ରାଣୀ ମହାନ୍ତିଙ୍କ କବିତାମାନ ରହିଛି । 'ବନ୍ଦୀର ଆତ୍ମକଥା ଓ କାରା କବିତା' ଓ 'ଜୀବନ ସଂଗ୍ରାମ ପରିପ୍ରେକ୍ଷୀରେ ନାରୀ' ପୁସ୍ତକର ସମୀକ୍ଷା ରହିଛି ।