
ଜୁଲାଇ - ଅଗଷ୍ଟ ୨୦୦୦
ଏହି ସଂଖ୍ୟାରେ ରହିଛି - ଆମ ସଂସ୍କୃତି ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ - ସୁଧା ଦାସ ଓ ସୁଧୀର ମଉଡମଣି, ସୁବାଷ ଚନ୍ଦ୍ର ମିଶ୍ର, ହେମନ୍ତ କୁମାର ରାଉତ, ରମେଶ ଚନ୍ଦ୍ର ବେହେରା, ପ୍ରସନ୍ନ କୁମାର ହୋତାଙ୍କ ପ୍ରବନ୍ଧ, ଶତ୍ରୁଘ୍ନ ବେହେରା, ଅଶୋକ କୁମାର ତ୍ରିପାଠୀ, ରାଜେନ୍ଦ୍ର କୁମାର ରାଉଳ, ହେମନ୍ତ କୁମାର ଛୋଟରାୟ,ମନୋଜ ପୂଜାରୀ, କିଶୋର ପଟ୍ଟନାୟକ ପ୍ରମୁଖଙ୍କ ଗଳ୍ପ, ହରପ୍ରସାଦ ପରିଛା ପଟ୍ଟନାୟକ, ମନୋଜ କୁମାର ଦାସ, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପିତାମ୍ବର ତରାଇ, କୈଳାଶ ଷଡ଼ଙ୍ଗୀ,ଖଗେଶ୍ୱର ମହତାବ, ନୀଳକଣ୍ଠ ବେହେରା, ଦୀନବନ୍ଧୁ ସାହୁ, ସତ୍ୟପ୍ରିୟା ପଟ୍ଟନାୟକ, ଅରୂପ ଅଭିଷେକ, କେ .ଶ୍ୟାମବାବୁ ଦୋରା, ରସାନନ୍ଦ ସାହୁ, ଅଖିଳାନନ୍ଦ ସେଠ, ଶୂନ୍ୟବାସି, ବିମଳ କୁମାର ବେଉରାଙ୍କ କବିତାମାନ ରହିଛି । ପ୍ରତିଭା ଶତପଥୀଙ୍କ ଆତ୍ମଜୀବନୀ ସହିତ ଏହି ସଂଖ୍ଯାର ବ୍ୟକ୍ତିତ୍ୱରେ କଥାଶିଳ୍ପୀ ନିତ୍ୟାନନ୍ଦ ମହାପାତ୍ରଙ୍କ ଗାନ୍ଧିଜୀଙ୍କ ଗନ୍ଧ ଏବେ ଆଉ ଦେଶ କିମ୍ବା ଶାସନରେ ନାହିଁ ବେଶ୍ ଉଚ୍ଚକୋଟୀର । ଭୀଷ୍ମ ସାହାଣୀଙ୍କ ଗଳ୍ପ, ସର୍ବେଶ୍ବର ଦୟାଲ୍ ସବସେନାଙ୍କ କବିତାର ଅନୁବାଦ ରହିଥିବାବେଳେ ଏହା ସହିତ ଆମ ସମୟର ଲୋକପ୍ରିୟ କଥାକାର ଚନ୍ଦ୍ରଶେଖର ଦାସବର୍ମାଙ୍କ ସହ ଏକ ସାକ୍ଷାତକାର ମଧ୍ୟ ରହିଛି ।