ଜୁଲାଇ - ୨୦୦୪

ଏ ସଂଖ୍ୟାରେ ପ୍ରଚ୍ଛଦ ପ୍ରସଙ୍ଗରେ ରହିଛି ବିରଜା ରାଉତରାୟ ପରିକଳ୍ପିତ ୨୦ବର୍ଷ ପରେ ସାହିତ୍ୟର ନୀଳ ନକ୍ସା (ଓଡ଼ିଆ ଭାଷା ଓ ସାହିତ୍ୟ )।
Digital (PDF)
INR 25.00

ଏହି ସଂଖ୍ଯାରେ ପ୍ରବନ୍ଧରେ - ଏୖତିହାସିକ ସମାଲୋଚନା ପଦ୍ଧତି - ଡ.ଦୀନବନ୍ଧୁ ମିଶ୍ର ,ସଂସ୍କୃତି ,ଅପସକୃତି ଓ ଜନପ୍ରିୟ ସଂସ୍କୃତି : ଏକ ସାସ୍କୃତିକ ଅଧ୍ୟୟନ - ଡ଼ଃ ଶୁଭେନ୍ଦୁ ମୁଣ୍ଡ, ରୁଗ୍ଣ ମୂଲ୍ୟବୋଧ ଓ ଏକ ସାଂପ୍ରତିକ ବ୍ୟକ୍ତି - ସମାଜ :- ଡ଼ଃ ଇନ୍ଦୁ ପ୍ରଭା ସାମଲ ଗଳ୍ପରେ ରହିଛି - ବିପିନ କାନୁନଗୋଙ୍କ ସୀମାହୀନ ସ୍ୱପ୍ନର ଭଗ୍ନାଂଶ, ଡା ସରସ୍ବତୀ ସ୍ୱାଇଁଙ୍କ ସାହାରା, ନକୁଳ ଚନ୍ଦ୍ର ସାହୁଙ୍କ ବାଳିକା ନଈର ଗୀତ, ସୁବ୍ରତ କୁମାର ପଟ୍ଟନାୟକଙ୍କ ଲେଖା ହୋଇନଥିବା ମାମୁଲି ଗପଟିଏ, ରବି ପଣ୍ଡାଙ୍କ ଶିଡି ଆଦି ରହିଥିବାବେଳେ ଏକାଙ୍କିକାରେ ଫକୀର ସିଂହଙ୍କ ବିଉଟି ସ୍ପଟ ରହିଛି ।

ଏଥରର କାବ୍ୟ ଆଳାପରେ ପିତାମ୍ବର ତରାଇ ଏବଂ ଧର୍ମ ଓ ପରମ୍ପରାରେ ସୁଶାନ୍ତ କୁମାର ସେନାପତି, କୁମୁଦିନୀ ପଣ୍ଡାଙ୍କ ଆଲେଖ୍ଯ ରହିଛି । ଅନ୍ୟ ଦିଗନ୍ତରେ ପାବ୍ଲୋ ନେରୁଦା, ରାଜେନ୍ଦ୍ର ଅବସ୍ଥୀ ଓ କୋଫି ନିଡେରୁ ଆୱାନର ଙ୍କ କବିତାକୁଡ଼ଃ ବସନ୍ତ ପଣ୍ଡା ,ଡ଼ଃ ଅଜିତ ମହାପାତ୍ର,ଡ଼ ହିମାଂଶୁ ପଟ୍ଟନାୟକ ଅନୁବାଦ କରିଛନ୍ତି । ସେହିପରି ଏହି ସଂଖ୍ଯାରେ ପ୍ରମୋଦ କୁମାର ମହାନ୍ତି, ପ୍ରସନ୍ନ ପାଟଶାଣୀ, ଅମରେନ୍ଦ୍ର ଖଟୁଆ , ନିରଞ୍ଜନ ପାଢ଼ୀ,ଆଶୁତୋଷ ପରିଡା, ସୌଭାଗ୍ୟ ବନ୍ତ ମହାରଣା, ଦିଲ୍ଲୀପ କୁମାର ସ୍ୱାଇଁ, ବିଜୟ ମହାପାତ୍ର, ଦେବେନ୍ଦ୍ର କୁମାର ବାଉରୀ, କେ ଶ୍ୟାମବାବୁ ଦୋରା, ଅମ୍ବିକା ପ୍ରସାଦ ସାମନ୍ତରାୟ, ଯୋଗୀନ୍ଦ୍ର ନାଥ ପାଇକରାୟ , ଅନ୍ତର୍ଯ୍ୟାମୀ ମିଶ୍ର ଇତ୍ୟାଦିଙ୍କ କବିତା ସ୍ଥାନିତ ହୋଇଛି |

ସ୍ମୃତି ଲିପିରେ ପ୍ରତିଭା ଶତପଥିଙ୍କ ଭିକ୍ଷାଶୀ ଦେବା ଦୁତିକା,ମନୋରମ ବିଶ୍ୱାଳ ମହାପାତ୍ରଙ୍କ ଭ୍ରମଣ ବୃତ୍ତାନ୍ତ । ଆହୁରି ମଧ୍ୟ ଏହି ସଂଖ୍ଯାରେ ରହିଛି - ଶିଶୁ ରାଇଜ, ପୁସ୍ତକ ସମୀକ୍ଷା ଓ ବ୍ୟକ୍ତିତ୍ୱ ।

Report an Error